ଓଡ଼ିଶା ଖବରନ୍ୟୁଜ୍

ପୁଣି ଚମକିଲେ ନବରଙ୍ଗପୁର ଜିଲ୍ଲାର ଝିଅ

ପୁଣି ଚମକିଲେ ନବରଙ୍ଗପୁର ଜିଲ୍ଲାର ଝିଅ

ନବରଙ୍ଗପୁର :-(ରିପୋର୍ଟ :-ପ୍ରଶାନ୍ତ କୁମାର ସାହୁ)ଉମରକୋଟର ବନିତା ଦାସ ପାଇଛନ୍ତି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର । ଏହି ଖବର ପ୍ରଚାରିତ ହେବା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଖୁସିର ଲହରୀ ଖେଳିଯାଇଛି।ଜାତୀୟ ବାଳିକା ଦିବସରେ କ୍ଷୁଦ୍ର ଗ୍ରହର ଆବିଷ୍କାରକ ବନିତା ଦାସ ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲରେ ବନିତାଙ୍କ ସହ କଥା ହୋଇଛନ୍ତି। ତାଙ୍କୁ ପୁରସ୍କାର ସ୍ବରୂପ ଏକ ଲକ୍ଷ ଟଙ୍କା ଓ ଇ-ପ୍ରମାଣପତ୍ର ପ୍ରଦାନ କରାଯାଇଛି।ଜାତୀୟ ଶିଶୁ ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ଚୁଆଲ ମାଧ୍ୟମରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଦେଶର ମୋଟ ୨୯ ଜଣ ଝିଅ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଛନ୍ତି । ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇବା ପାଇଁ ଯେଉଁ ମାନେ ଯୋଗ୍ୟ ବିବେଚିତ ହୋଇଥିଲେ । ଜିଲ୍ଲାପାଳ ଓ ବାଲ ପୁରସ୍କାର ପାଇଥିବା ବାଳିକା ଓ ତାଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Related posts

୧୦ ଦିନ ଭିତରେ ରୁଷିଆର ୧୦ ହଜାର ସୈନିକଙ୍କ ମୃତ୍ୟୁ ହୋଇଛି: ୟୁକ୍ରେନ୍‌

Odisha Halchal

ଅବସର ନେଲେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

Odisha Halchal

ବେଆଇନି କଂସେଇଖାନା ଉପରେ ପୋଲିସର ଚଢ଼ାଉ

Odisha Halchal

Leave a Comment