ଅପରାଧଓଡ଼ିଶା ଖବରନ୍ୟୁଜ୍

ବେଆଇନି କଂସେଇଖାନା ଉପରେ ପୋଲିସର ଚଢ଼ାଉ

ବେଆଇନି କଂସେଇଖାନା ଉପରେ ପୋଲିସର ଚଢ଼ାଉ

ବେଆଇନି କଂସେଇଖାନା ଉପରେ ପୋଲିସର ଚଢ଼ାଉ।ଏଭଳି ଘଟଣା ଘଟିଛି କଟକଜିଲ୍ଲା ସାଲେପୁର ଥାନା ରସୁଲପୁର ଠାରେ। ରସୁଲପୁର ଠାରେ ବେଆଇନ କଂସେଇ ଖାନାରେ ଗୋମାଂସ କଟାଯାଉଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବରପାଇ ଗୋମାଂସ ଜବତକରିବାସହ ବନ୍ଧାଯାଇଥିବା ଗୋ ମାତାଙ୍କୁ ଉଦ୍ଧାରକରାଯାଇ ଛାଡି ଦିଆଯାଇଛି।

ଘଟଣା ସ୍ଥଳରୁ ବେଆଇନ ଗୋମାଂସ କଟାଳି ଓ ଚାଲାଣ କରୁଥିବା ବେପାରୀ ଫେରାର ହୋଇଯାଇଥିଲେ। ପୋଲିସ କାହାରିକୁ ଧରିବାରେ ସଫଳ ହୋଇନାହିଁ।

ଏହି ଅଂଚଳରେ ବାରମ୍ବାର ଏଭଳି ଘଟଣା ସମ୍ନାକୁ ଆସୁଥିବାବେଳେ ପୋଲିସ ଗୋମାଂସ ଚାଲାଣକାରୀ ଅସାଧୁ ବେପାରୀଙ୍କ ଉପରେ ଦୃଢକାର୍ଯ୍ୟାନୁଷ୍ଠାନଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି।

Related posts

ମାଓବାଦୀଙ୍କ ପୁଲିସ ନିକଟରେ ଆତ୍ମସମର୍ପଣ

Odisha Halchal

ବର୍ଜ୍ୟ ବସ୍ତୁରୁ ନିଜ ହାତର ଯାଦୁଗରୀରେ ଆଖି ଝଲସିଲା ଭଳି ଜିନିଷ

Odisha Halchal

ଅଗ୍ନିପଥକୁ ବିରୋଧ କରି ୬୦କି.ମି ଦୌଡ଼ିଲେ ଯୁବକ

Odisha Halchal

Leave a Comment