ଅପରାଧଓଡ଼ିଶା ଖବରନ୍ୟୁଜ୍

କାହିଁକି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼ କଲା !

କାହିଁକି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼ କଲା

ଭୁବନେଶ୍ୱର :- (ବ୍ୟୁରୋ ଓଡିଶା ହାଲଚାଲ)ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ । ବ୍ରଜରାଜନଗର ଗାନ୍ଧି ଛକରେ ନବ ଦାସଙ୍କୁ ଗୁଳିମାଡ଼ ।ଶେଷରେ ଜୀବନ ସଂଗ୍ରାମରେ ହାରିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ ତାଙ୍କୁ ଗୁଳିମାଡ଼ ହୋଇଛି ।

ତାଙ୍କ ଦେହରେ ଗୁଳି ବାଜିଥିବା ଜଣାପଡିଛି ।୪/୫ ରାଉଣ୍ଡ ଗୁଳି ଫୁଟିଛି ମନ୍ତ୍ରୀଙ୍କୁ ଫାୟାରିଂ ବେଳେ ୪ରୁ ୫ ରାଉଣ୍ଡ ଗୁଳିର ଶବ୍ଦ ଶୁଣିବାକୁ ମିଳିଛି ମନ୍ତ୍ରୀଙ୍କ ପାଖରେ ଥିବା ଆଉ ଜଣେ ବ୍ୟକ୍ତି ଆହତ ସୂଚନା ଜଣେ ପୋଲିସ ହାତରେ ମଧ୍ୟ ଗୁଳି ବାଜିଥିବା ସୂଚନା ତାଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ ନେଇ ପ୍ରକ୍ରିୟା ଆରମ୍ଭ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏୟାରଲିଫ୍ଟ କରାଯିବ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣିଥିଲେ ଡାକ୍ତରଙ୍କ ଅକାଳ ପରିଶ୍ରମ ପରେ ମଧ୍ୟ ମନ୍ତ୍ରୀଙ୍କୁ ବଞ୍ଚାଇବାରେ ବିଫଳ ହୋଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼ କରିଛି ପୋଲିସର ଏଏସଆଇ ଗୋପାଳ ଦାସ । ସେ କାହିଁକି ଏଭଳି କଲା ଜଣାପଡ଼ିନାହିଁ , ତା’ ନାଁରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି sdpo ସୂଚନା ଦେଇଛନ୍ତି।

Related posts

ବଢୁଛି ବଜ୍ରକାପ୍ତା ଚାଲାଣ, ରାଜ୍ୟ ବାହାରକୁ ଜୀବନ୍ତ ବଜ୍ରକାପ୍ତା ଚାଲାଣ ପାଇଁ ଚାଲିଥିଲା ଡିଲ୍‌, ପହଞ୍ଚିଗଲା ପୋଲିସ୍‌

Odisha Halchal

ଜିଲ୍ଲାସ୍ତରୟ ୬୩ତମ ପୋଲିସ ସ୍ମୃତି ଦିବସ

Odisha Halchal

ତିନି ମହାନଗର ନିଗମର ମେୟର ପଦ ସଂରକ୍ଷଣ ନେଇ ଆସିଲା ଚୂଡାନ୍ତ ତାଲିକା

Odisha Halchal

Leave a Comment