ଅପରାଧଓଡ଼ିଶା ଖବରନ୍ୟୁଜ୍

ବଢୁଛି ବଜ୍ରକାପ୍ତା ଚାଲାଣ, ରାଜ୍ୟ ବାହାରକୁ ଜୀବନ୍ତ ବଜ୍ରକାପ୍ତା ଚାଲାଣ ପାଇଁ ଚାଲିଥିଲା ଡିଲ୍‌, ପହଞ୍ଚିଗଲା ପୋଲିସ୍‌

ବଢୁଛି ବଜ୍ରକାପ୍ତା ଚାଲାଣ

ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ବଜ୍ରକାପ୍ତା ଚୋରାଚାଲାଣ । ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ଜୀବନ୍ତ ବଜ୍ରକାପ୍ତା । ସବୁଠାରୁ ବଡ଼ କଥା ହେଲା ବଜ୍ରକାପ୍ତା ଚାଲାଣ ପାଇଁ ଏବେ ରାଜ୍ୟରେ ସକ୍ରିୟ ମାଫିଆ ଯେଉଁମାନଙ୍କୁ ଧରିବା ଏବେ ପୋଲିସ୍ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି ।

ସୂଚନା ଅନୂସାରେ ଆଜି ସେଭଳି ଏକ ଡିଲ୍ ଚାଲିଥିବା ବେଳେ ଦେବଗଡ଼ ପୋଲିସ୍ ଚଢାଇ କରି ଗୋଟିଏ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି । ଆଜି ବାରକୋଟ ବନାଞ୍ଚଳ କିଆନାଳ ଜଙ୍ଗଲରେ କିଛି ମାଫିଆ ଏକ ଜୀବନ୍ତ ବଜ୍ରକାପ୍ତାକୁ ରାଜ୍ୟ ବାହାରକୁ ଚାଲାଣ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ୍ ହାତରେ ଧରାପଡିଛନ୍ତି ।

ଏହି ମାମଲାରେ ପୋଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି ।

Related posts

ବିଜେଡିର ଜନସମ୍ପର୍କ ପଦଯାତ୍ରା

Odisha Halchal

ଲଘୁଚାପ ନିଶ୍ଚିତ ହେବ ହେଲେ ବାତ୍ୟା ଚିତ୍ର ଅସ୍ପଷ୍ଟ ରହିଛି

Odisha Halchal

ତିନି ବାନ୍ଧବୀ ଙ୍କ ଝୁଲନ୍ତା ଶବ ଗୋଟିଏ ଗଛରେ

Odisha Halchal

Leave a Comment