ଅପରାଧଓଡ଼ିଶା ଖବରନ୍ୟୁଜ୍

କାହିଁକି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼ କଲା !

କାହିଁକି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼ କଲା

ଭୁବନେଶ୍ୱର :- (ବ୍ୟୁରୋ ଓଡିଶା ହାଲଚାଲ)ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ । ବ୍ରଜରାଜନଗର ଗାନ୍ଧି ଛକରେ ନବ ଦାସଙ୍କୁ ଗୁଳିମାଡ଼ ।ଶେଷରେ ଜୀବନ ସଂଗ୍ରାମରେ ହାରିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ ତାଙ୍କୁ ଗୁଳିମାଡ଼ ହୋଇଛି ।

ତାଙ୍କ ଦେହରେ ଗୁଳି ବାଜିଥିବା ଜଣାପଡିଛି ।୪/୫ ରାଉଣ୍ଡ ଗୁଳି ଫୁଟିଛି ମନ୍ତ୍ରୀଙ୍କୁ ଫାୟାରିଂ ବେଳେ ୪ରୁ ୫ ରାଉଣ୍ଡ ଗୁଳିର ଶବ୍ଦ ଶୁଣିବାକୁ ମିଳିଛି ମନ୍ତ୍ରୀଙ୍କ ପାଖରେ ଥିବା ଆଉ ଜଣେ ବ୍ୟକ୍ତି ଆହତ ସୂଚନା ଜଣେ ପୋଲିସ ହାତରେ ମଧ୍ୟ ଗୁଳି ବାଜିଥିବା ସୂଚନା ତାଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ ନେଇ ପ୍ରକ୍ରିୟା ଆରମ୍ଭ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏୟାରଲିଫ୍ଟ କରାଯିବ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣିଥିଲେ ଡାକ୍ତରଙ୍କ ଅକାଳ ପରିଶ୍ରମ ପରେ ମଧ୍ୟ ମନ୍ତ୍ରୀଙ୍କୁ ବଞ୍ଚାଇବାରେ ବିଫଳ ହୋଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼ କରିଛି ପୋଲିସର ଏଏସଆଇ ଗୋପାଳ ଦାସ । ସେ କାହିଁକି ଏଭଳି କଲା ଜଣାପଡ଼ିନାହିଁ , ତା’ ନାଁରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି sdpo ସୂଚନା ଦେଇଛନ୍ତି।

Related posts

ସୋସାଇଟି ସଂପାଦକଙ୍କ ଭିଲିଆନଗିରି

Odisha Halchal

ବଢିଲା ବାତ୍ୟା ଆଶଙ୍କା

Odisha Halchal

ରାସ୍ତାକଡ଼ରେ ପଡ଼ିଥିବା ବସ୍ତାରୁ ବାହାରିଲା ଯୁବକଙ୍କ ମୃତଦେହ

Odisha Halchal

Leave a Comment