ଓଡ଼ିଶା ଖବରନ୍ୟୁଜ୍

ଧର୍ମପରାୟଣ ମହିଳାଙ୍କ ପରଲୋକ

ଧର୍ମପରାୟଣ ମହିଳାଙ୍କ ପରଲୋକ

କଣ୍ଟାମାଳ:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର )ବୌଦ୍ଧ ଜିଲ୍ଲା ମହେଶ୍ୱର ପିଣ୍ଡା ଗ୍ରାମର ଘାସିରାମ ମିଶ୍ରଙ୍କ ପତ୍ନୀ ଚଞ୍ଚଳା ମିଶ୍ରଙ୍କ ଗତ ରବିବାର ଦିନ ପରଲୋକ ହୋଇ ଯାଇଛି |

ଶ୍ରୀମତି ମିଶ୍ର ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ଥିଲେ | ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ ଘାସିରାମ, ଦୁଇ ପୁଅ ବଳରାମ ,ସୁଦାମ ଦୁଇ ଝିଅ , ନାତି ନାତୁଣୀ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ |

ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି | ଗାଁ ମଶାଣି ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ଼ପୁଅ ବଳରାମ ମୂଖାଗ୍ନି ଦେଇଥିଲେ |

Related posts

ସାପ କାମୁଡ଼ାରେ ଦୁଇ ଝିଅଙ୍କ ଜୀବନ

Odisha Halchal

ଅସ୍ପୃଶ୍ୟ ଅନୁସୂଚୀତ ଜାତି ସୁରକ୍ଷା ପରିଷଦର ଜିଲ୍ଲାପାଳ ଅଫିସ୍ ଘେରାଉ

Odisha Halchal

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଜିଲ୍ଲା ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର

Odisha Halchal

Leave a Comment