Home Page 121
ଓଡ଼ିଶା ଖବରନ୍ୟୁଜ୍

ପାଣି ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଲା କାର୍

Odisha Halchal
ରାସ୍ତା କଡରେ ଛିଡା ହୋଇଥିବା ପାଣି ଟ୍ୟାଙ୍କର ପଛପଟୁ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି
ଅପରାଧଓଡ଼ିଶା ଖବରନ୍ୟୁଜ୍

ରାଜଧାନୀରେ ମୁଣ୍ଡ ଟେକିଲା ଆଉ ଏକ ଗ୍ୟାଙ୍ଗ, ମାରଣାସ୍ତ୍ର ଧରି ବୁଲୁଛନ୍ତି ଯୁବକ

Odisha Halchal
ରାଜଧାନୀରେ ମୁଣ୍ଡ ଟେକିଲା ଆଉ ଏକ ଗ୍ୟାଙ୍ଗ, ମାରଣାସ୍ତ୍ର ଧରି ବୁଲୁଛନ୍ତି ଯୁବକ, ଭିଡିଓ ଭାଇରାଲ ରାଜଧାନୀରେ ମୁଣ୍ଡ ଟେକିଛି ଆଉ ଏକ ଗ୍ୟାଙ୍ଗ। ରାଜଧାନୀରେ ଆଉ ଏକ ଗ୍ୟାଙ୍ଗ । ମରଣାସ୍ତ୍ର ଧରି
ଦେଶ ବିଦେଶନ୍ୟୁଜ୍

ପ୍ରଶଂସକଙ୍କୁ କନ୍ଦାଇ ଚାଲିଗଲେ କେକେ

Odisha Halchal
ପ୍ରସିଦ୍ଧ ବଲିଉଡ ଫିଲ୍ମର ଗାୟକ କେକେ ଓରଫ କୃଷ୍ଣ କୁମାର କୁନ୍ନଥ ଥିଲେ ସଂଗୀତ ଜଗତର ଅନ୍ୟତମ ବାଦ୍‌ଶାହା, ଯାହାଙ୍କର ମଙ୍ଗଳବାର ରାତିରେ କୋଲକାତାରେ ପରଲୋକ ହୋଇଯାଇଛି । ସେ ଏହି ଦୁନିଆରେ ନଥିଲେ,
ଅପରାଧଓଡ଼ିଶା ଖବରନ୍ୟୁଜ୍

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ବନ୍ଧାହେଲେ ଅବସର ପ୍ରାପ୍ତ ସେନା କର୍ମଚାରୀ

Odisha Halchal
ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବରମପୁର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି ।
ଅପରାଧଦେଶ ବିଦେଶନ୍ୟୁଜ୍

ଜମ୍ମୁ କଶ୍ମୀର: ଅବନ୍ତୀପୋରାରେ ସେନାର ଏନ୍‌କାଉଣ୍ଟର

Odisha Halchal
ଜମ୍ମୁ କଶ୍ମୀରର ଅବନ୍ତୀପୋରା ଜିଲ୍ଲା ରାଜପୋରା ଠାରେ ସେନାର ଯବାନମାନେ ଏନ୍‌କାଉଣ୍ଟର କରିଛନ୍ତି । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଇଜିପି କଶ୍ମୀର ବିଜୟ କୁମାର ଗଣମାଧ୍ୟମକୁ ଏଡି ସୂଚନା
ଓଡ଼ିଶା ଖବରନ୍ୟୁଜ୍

ଶ୍ରୀ ନିରଞ୍ଜନ ବିଶି ଙ୍କୁ ସ୍ୱାଗତ କରିବା ପାଇଁ ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

Odisha Halchal
ବଲାଙ୍ଗିର :-(ରିପୋର୍ଟ -ପୁର୍ଣ୍ଣ ଶଶୀ ଶେଖର ରାଓ )ଆଦିବାସୀ ମାନଙ୍କ ମଉଡମଣି ଶ୍ରୀଯୁକ୍ତ ନିରଞ୍ଜନ ବିଶି ରାଜ୍ୟସଭା କୁ ମନୋନିତ ହୋଇଥିବାରୁ ଉଭୟ ଶ୍ରୀ ବିଶି ମହୋଦୟ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ
ଅପରାଧଓଡ଼ିଶା ଖବରନ୍ୟୁଜ୍

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ! ଥାନାରେ ଅଭିଯୋଗ କଲେ ଝିଅର ମାଆ

Odisha Halchal
ରାଜଧାନୀରେ ଚାଞ୍ଚଲ୍ୟ । ଯୌତୁକ ପାଇଁ ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ । ଏପରି ଅଭିଯୋଗ ଆଣିଲେ ଝିଅଙ୍କ ବାପ ଘର ଲୋକ। ଖଣ୍ଡଗିରି ଥାନାରେ ମାମଲା ରୁଜୁ ପରେ ତଦନ୍ତ କରୁଛି ପୋଲିସ
ଅପରାଧଓଡ଼ିଶା ଖବରନ୍ୟୁଜ୍

ଘଟଗାଁ ନାବାଳିକା ଗଣଦୁଷ୍କର୍ମ ମାମଲା : ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ

Odisha Halchal
୨ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍ । କେନ୍ଦୁଝରର ଜଣେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଶୁଣାଇଛନ୍ତି ପୋକ୍ସୋ କୋର୍ଟ । ଏହାସହ ୫୦ ହଜାର ଟଙ୍କା
ଅପରାଧଓଡ଼ିଶା ଖବରନ୍ୟୁଜ୍

ରାଜଧାନୀରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ

Odisha Halchal
ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ । ରାଜଧାନୀରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ସହକାରୀ ମହିଳା ପ୍ରଫେସର ଅଟନ୍ତି । ତେବେ ଉକ୍ତ ମହିଳା
ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଆଉ କାହାକୁ ଆଧାର କାର୍ଡ ଦେଉଥିଲେ ସାବଧାନ, ସତର୍କ କରାଇଲା କେନ୍ଦ୍ର

Odisha Halchal
ଆଧାର କାର୍ଡ। ଭାରତରେ ଏବେ ଜିନିଷ କିଣା ବିକା ଠାରୁ ଆରମ୍ଭ କରି ସ୍କୁଲରେ ଆଡମିସନ ପର୍ଯ୍ୟନ୍ତ ସବୁଠି ଆବଶ୍ୟକ ଆଧାର କାର୍ଡ। ଆଉ ଏହି ଆଧାର କାର୍ଡର ଅପବ୍ୟବହାର ହୋଉଥିବାର ମଧ୍ୟ ଅନେକ