ଅପରାଧଓଡ଼ିଶା ଖବରନ୍ୟୁଜ୍

ରାଜଧାନୀରେ ମୁଣ୍ଡ ଟେକିଲା ଆଉ ଏକ ଗ୍ୟାଙ୍ଗ, ମାରଣାସ୍ତ୍ର ଧରି ବୁଲୁଛନ୍ତି ଯୁବକ

ରାଜଧାନୀରେ ମୁଣ୍ଡ ଟେକିଲା ଆଉ ଏକ ଗ୍ୟାଙ୍ଗ, ମାରଣାସ୍ତ୍ର ଧରି ବୁଲୁଛନ୍ତି ଯୁବକ

ରାଜଧାନୀରେ ମୁଣ୍ଡ ଟେକିଲା ଆଉ ଏକ ଗ୍ୟାଙ୍ଗ, ମାରଣାସ୍ତ୍ର ଧରି ବୁଲୁଛନ୍ତି ଯୁବକ, ଭିଡିଓ ଭାଇରାଲ ରାଜଧାନୀରେ ମୁଣ୍ଡ ଟେକିଛି ଆଉ ଏକ ଗ୍ୟାଙ୍ଗ। ରାଜଧାନୀରେ ଆଉ ଏକ ଗ୍ୟାଙ୍ଗ ।

ମରଣାସ୍ତ୍ର ଧରି ଭିଡ଼ିଓ କରି ସୋସିଆଲ ମିଡିଆରେ ଛାଡିଛନ୍ତି । ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା । ଏୟାରଫିଲଡ଼ ଥାନା ଅଞ୍ଚଳରେ ଚଳାଇଥିଲେ ଆତଙ୍କ ।

ଗତ କିଛି ଦିନ ତଳେ ଏୟାର ଫିଲଡ଼ ଥାନା ନିକଟରେ ଚା ଦୋକାନୀ ସିପୁ ବେହେରାକୁ ଖଣ୍ଡାରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଘଟଣାରେ ୬ ଜଣକୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଏକାଧିକ ମରଣାସ୍ତ୍ର ଜବତ କରାଯାଇଛି।

Related posts

ଫୁଲଝର ଗ୍ରାମରେ ହାତୀ ଆକ୍ରମଣ

Odisha Halchal

ମହାବିଦ୍ୟାଳୟରେ କ୍ୟାରିୟର ଡାଉନ୍ ସେଲିଙ୍ଗ କାର୍ଯ୍ୟକ୍ରମ

Odisha Halchal

ସେଲଫି ନେଵା ହେଲା ପିଲାଙ୍କ କାଳ

Odisha Halchal

Leave a Comment