ଅପରାଧଓଡ଼ିଶା ଖବରନ୍ୟୁଜ୍

ରାଜଧାନୀରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ

ରାଜଧାନୀରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ

ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ । ରାଜଧାନୀରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ସହକାରୀ ମହିଳା ପ୍ରଫେସର ଅଟନ୍ତି ।

ତେବେ ଉକ୍ତ ମହିଳା ପ୍ରଫେସରଙ୍କ ଘର ଛତିଶଗଡରେ । ସେଠାରେ ପ୍ରାଥମିକ ଏତଲା ମଧ୍ୟ କରିଛନ୍ତି । ଅଭିଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ ସହ ବ୍ଲାକମେଲିଂ କରି ଟଙ୍କା ମାଗୁଥିବା ସେ ଅଭିଯୋଗ କରିଛନ୍ତି । ଛତିଶଗଡର କବୀରନଗର ଥାନାରେ ଅଭିଯୋଗ କରିଛନ୍ତି ମହିଳା ପ୍ରଫେସର ।

ଛତିଶଗଡ ପୋଲିସର ନିର୍ଦ୍ଦେଶରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି । ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।

Related posts

ଜଙ୍ଗଲରୁ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର, ଗୁଣିଗାରେଡି ସନ୍ଦେହରେ ଅଟକ ରଖିଥିଲେ ଗ୍ରାମବାସୀ

Odisha Halchal

ରାଜ୍ୟରେ କମୁଥିବା ବାଘ ସଂଖ୍ୟାକୁ ନେଇ ଗୃହରେ ଉଦବେଗ

Odisha Halchal

ପାଣି ପାଇଁ ଦୁଇ ଗାଁ ମଧ୍ୟରେ ସଂଘର୍ଷ

Odisha Halchal

Leave a Comment