ଅପରାଧଓଡ଼ିଶା ଖବରନ୍ୟୁଜ୍

ବାଘ ଛାଲ ସହ ଶିକାରୀ ଗିରଫ

ବାଘ ଛାଲ ସହ ଶିକାରୀ ଗିରଫ

ବୌଦ୍ଧ:- ହରଭଙ୍ଗା ଅଞ୍ଚଳ ରୁ ଏକ କଲରାପତାରିଆ ବାଘ ଛାଲ, ଗୋଟିଏ କୁଟୁରା ଓ ଗୋଟିଏ ହରିଣ ଚମଡା ଜବତ ସହ ଶିକାରୀ କୁ ଗିରଫ କଲା ଏସଟିଫ । ସୂଚନା ମୁତାବକ ବୌଦ୍ଧ ଜିଲ୍ଲାରେ ବନ୍ୟଜନ୍ତୁ ଚମଡା କାରବାର ନେଇ ଏସଟିଏଫ ଖବର ପାଇ ଚାରିଛକ ଠାରେ ୫ ଦିନ ହେଲା ଡେରା ପକାଇ ରହିଥିଲା ।

ପରେ ହରଭଙ୍ଗା ଅଞ୍ଚଳ ରେ ବାଘ ଛାଲ ଡିଲ ନେଇ ସୂଚନା ପାଇଥିଲା ଏସଟିଫ । ପରେ ଏହାକୁ ବ୍ରେକ କରିବା ପାଇଁ ଏସଟିଏଫ ଓ ବନବିଭାଗ ମିଳିତ ଭାବେ ଏକ ଅପରେସନ କରାଯାଇ ।

ବିଳମ୍ବିତ ରାତ୍ରି ରେ ହରଭଙ୍ଗା ଅଞ୍ଚଳ ରୁ ଶିକାରି ଓ ୩ଟି ଜନ୍ତୁ ଛାଲ ଜବତ କଲା STF । ଜନ୍ତୁ ଗୁଡିକୁ ସାତକୋଶିଆ WILD LIFE ଅଞ୍ଚଳ ରେ ଶିକାର କରାଯାଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଏବେ ଶିକାରୀ ନେଇ ତଦନ୍ତ ଜାରି ରଖିଛନ୍ତି ଏସଟିଏଫ । ତଦନ୍ତ ଜାରି ରହିଥିବାରୁ ଶିକାରି ର ପରିଚୟ ଗୁପ୍ତ ରଖା ଯାଇଛି ।

Related posts

ମାଲ୍ୟବନ୍ତ ମହୋତ୍ସବରେ ପୁସ୍ତକ ମେଳା

Odisha Halchal

ଖବରକାଗଜ ବିତ୍ତରକ ମାନଙ୍କୁ ପରିଚୟପତ୍ର ପ୍ରଦାନ

Odisha Halchal

ପୋଖରୀ ରୁ ଯୁବକ ଙ୍କ ମୁର୍ତ ଦେହ ଉଦ୍ଧାର

Odisha Halchal

Leave a Comment