ଅପରାଧଓଡ଼ିଶା ଖବରନ୍ୟୁଜ୍

ପୋଖରୀ ରୁ ଯୁବକ ଙ୍କ ମୁର୍ତ ଦେହ ଉଦ୍ଧାର

ପୋଖରୀ ରୁ ଯୁବକ ଙ୍କ ମୁର୍ତ ଦେହ ଉଦ୍ଧାର

ଢେଙ୍କାନାଳ:-(ରିପୋର୍ଟ- ଦିବ୍ୟ ରଞ୍ଜନ ମହାନ୍ତି)ଗଁନ୍ଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ନଡ଼ିଆ ପୋଖରୀ ଭିତରୁ ଯୋରନ୍ଦା ଫାଣ୍ଡି ଅଧିକାରୀ ଙ୍କ ନେତୃତ୍ୱରେ ଏକ ମୂର୍ତ ଦେହକୁ ପୋଲିସ ଠାବ କରିଛି।

ମୂର୍ତକଙ୍କ ନାମ, ମୁଗ ପ୍ରଧାନ, ପିତା – ସୁନାକର ପ୍ରଧାନ, ଯୋରନ୍ଦା ମାଟିଆ ସାହିର ବୋଲି ଜଣାପଡ଼ିଛି। ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି।

ତେବେ କାହିଁକି କିପରି ଘଟଣା ଘଟିଲା ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି କହିଥିବା ବେଳେ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିବା ପୋଲିସ କହିଛି।

Related posts

ସରିଆସିଲାଣି କୋଭିସିଲ୍ଡ ଷ୍ଟକ୍, ଆଉ ୨ ଦିନ ପର୍ଯ୍ୟନ୍ତ ହୋଇପାରିବ ଟିକାକରଣ

Odisha Halchal

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଓ ସମାବେଶ

Odisha Halchal

ପୁଅ ହେଲାନି ବାପାର

Odisha Halchal

Leave a Comment