ଅପରାଧଓଡ଼ିଶା ଖବରନ୍ୟୁଜ୍

କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର:-(ବ୍ୟୁରୋ ଓଡିଶା ହାଲଚାଲ) ବିଜେବି କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ସୂଚନା ରହିଛି । ଇଣ୍ଟିଗ୍ରେଟେଡ଼ ଏମବିଏ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି ।

ସୂଚନା ମୁତାବକ ଛାତ୍ର ଶାଶ୍ୱତ ପଣ୍ଡାଙ୍କୁ ଆକ୍ରମଣ କରାଯାଇଥିବା ସୂଚନା । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ବଡଗଡ଼ ପୋଲିସ ।

ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଛାତ୍ର ଓ ଆଉ ଜଣେ ଅଣଛାତ୍ର ରହିଥିବା ଜଣାପଡିଛି ।

Related posts

ପୁଣି ମାତିଲେ ଚୋର

Odisha Halchal

ବୋଲେରୋ ଧକ୍କାରେ ମହିଳା ମୃତ

Odisha Halchal

ଲୋକପ୍ରିୟତା ହାସଲ ପାଇଁ ସଲମାନ୍ ଖାନଙ୍କୁ ଧମକ

Odisha Halchal

Leave a Comment