ଅପରାଧଓଡ଼ିଶା ଖବରନ୍ୟୁଜ୍

ଭୁଆଁ ବୁଲେଇ ମିଛ କହି ଟଙ୍କା ଠକେଇ

ଭୁଆଁ ବୁଲେଇ ମିଛ କହି ଟଙ୍କା ଠକେଇ

ବୌଦ୍ଧ:-ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅନ୍ତର୍ଗତ ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତ ର ମସିଣାଗୋରା ଗ୍ରାମରେ ଲୁକଙ୍କୁ ଭୁଆଁ ବୁଲେଇ ମିଛ କହି ଟଙ୍କା ଠକେଇ କରୁଥିବା ଅଭିଯୋକ ରେ ଘଣ୍ଟାପଡା ପୋଲିସ ଜଣେ ଅଭିଯୁକ୍ତ ଗିରଫ କରିଛି ଅଭିଯୁକ୍ତ ଜଣକ ହେଉଛି ସନ୍ତୋଷ ନଗର ରାଏପୁର ନୀଳମଣି ସାହୁ ।

ମସିଣାଗୋରା ଗ୍ରାମ କୁ ଆସି ଶ୍ରମକାର୍ଡ ରେ ଟଙ୍କା ମିଳିବ ଆବସ ଘର ମିଳିବ ଆଦି କହି ଲୁକଙ୍କୁ ଆଧାରକାର୍ଡ ମାଗିବା ସହ ଵୟୋମେଟ୍ରିକ ମେସିନ ରେ ଟିପ ଚିହ୍ନ ନେଇ ସେମାନଙ୍କ ଅଜାଣତରେ ଆକାଉଣ୍ଟ ରୁ ଟଙ୍କା ଉଠାଇଥିଲା ଜଣେ ଙ୍କ ଠାରୁ ଚାରିହଜାର ଟଙ୍କା ଉଠାଇ ଥିବାବେଳେ ଅନ୍ୟ ଜଣଙ୍କ ଠାରୁ ସାତ ହଜାର ଟଙ୍କା ଉଠାଇଥିଲା ଏହା ଜଣା ପଡିବା ପରେ ଅଭିଯୁକ୍ତ କୁ ସ୍ଥାନୀୟ ଲୋକେ କାବୁକାରୀ ଚେଞ୍ଚି ଘଣ୍ଟାପଡା ଥାନା କୁ ଖବର ଦେଇଥିଲେ।

ଘଣ୍ଟାପଡା ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଅଭିଯୁକ୍ତ କୁ ଗିରଫ କରି ଥାନାକୁ ଆଣି ପଚରା ଉଚରା କରି ମାମଲା ୠଜୁକରି କେଶ ନମ୍ବର 18/2023 ରେ ରୁଜୁ କରି କୋର୍ଟ ଚାଲାଣ କରିଛି ବୋଲି ଘଣ୍ଟାପଡା ଥାନା ଆଦିକାରୀ ଶ୍ରୀ ବିସାମିତ୍ରା ଲୋଇ ସୂଚନା ଦେଇଛନ୍ତି।

Related posts

ସାମନ୍ତରାପୁର ସୁନା ଦୋକାନ ଗୁଳିକାଣ୍ଡ

Odisha Halchal

ମନରେଗା ପାଉଣା ପାଇଁ ବି ଡ଼ି ଓ ଙ୍କୁ ଦାବିପତ୍ର

Odisha Halchal

ଲାଞ୍ଚ ନେବା ପଡିଲା ମହଙ୍ଗା

Odisha Halchal

Leave a Comment