ଅପରାଧଓଡ଼ିଶା ଖବରନ୍ୟୁଜ୍ପୂର୍ବ ଶତ୍ରୁତାରୁ ଠେଙ୍ଗାରେ ପିଟିପିଟି ହତ୍ୟାOdisha HalchalOctober 11, 2022October 11, 2022 by Odisha HalchalOctober 11, 2022October 11, 202209 ଢେଙ୍କାନାଳ:-(ରିପୋର୍ଟ :-ଦିବ୍ୟ ରଞ୍ଜନ ମହାନ୍ତି)ମଣିଷ ପାଲୁଟୁଛି ରକ୍ତ ପିଶାଚ l ନିଜର କ୍ରୋଧ କୁ ଆୟତ୍ତ ନ କରିପାରି କରିଚାଲୁଛି ହତ୍ୟା l ସେହିପରି ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଦୁଇ ନାବାଳକ...
ଅପରାଧଓଡ଼ିଶା ଖବରନ୍ୟୁଜ୍ଖୋଲିବ ବହୁଚର୍ଚ୍ଚିତା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମରOdisha HalchalOctober 10, 2022 by Odisha HalchalOctober 10, 2022012 ଅର୍ଚ୍ଚନା ନାଗ ହନିଟ୍ରାପ୍: ପୋଲିସ୍ ହାତରେ ଲାଗିଲା ଇ.ମେଲ ଆଇ.ଡି, ମିଳିଲା ଅନେକ ଅଶ୍ଲୀଳ ଫଟୋ ଖୋଲିବ ବହୁଚର୍ଚ୍ଚିତା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର।ତାଙ୍କ ପାଖରୁ ଜବତ ହୋଇଥିବା ପେନ ଡ୍ରାଇଭର ଛାନଭିନ୍...
ଅପରାଧଓଡ଼ିଶା ଖବରନ୍ୟୁଜ୍ଅକ୍ଷୟ ପରିଜାଙ୍କୁ ଅର୍ଚ୍ଚନାଙ୍କ ଧମକ- ୩ କୋଟି ଦିଅ, ନଚେତ ପିସ୍ ପିସ୍ କରିଦେବିOdisha HalchalOctober 10, 2022 by Odisha HalchalOctober 10, 2022018 ଜଣେ ଯୁବତୀଙ୍କ ସହ ତୁମର ଆପତ୍ତିଜନକ ଭିଡିଓ ଏବେ ମୋ’ ହାତରେ ଅଛି। ମୋତେ ୩ କୋଟି ଦିଅ, ନଚେତ ତୁମକୁ ବରବାଦ କରିଦେବି। ୩ କୋଟି ନଦେଲେ କାଟି ଏପରି ପିସ୍ ପିସ୍...
ଅପରାଧଓଡ଼ିଶା ଖବରନ୍ୟୁଜ୍ଭିଜିଲାନ୍ସ ଜାଲରେ ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀOdisha HalchalOctober 10, 2022 by Odisha HalchalOctober 10, 2022017 ଭିଜିଲାନ୍ସ ଜାଲରେ ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ, ୧୨ ହଜାର ୬୦୦ଟଙ୍କା ନେଉଥିଲେ ଲାଞ୍ଚ ଭିଜିଲାନ୍ସ ଜାଲରେ ଯାଜପୁର ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ । ଲାଞ୍ଚ ନେବା...
ଅପରାଧଦେଶ ବିଦେଶନ୍ୟୁଜ୍ନଦୀରୁ ୩୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲOdisha HalchalOctober 10, 2022 by Odisha HalchalOctober 10, 2022048 ନଦୀରୁ ୩୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ ଜବତ କଲା BSF: ତସ୍କରୀ ପାଇଁ ପଠାଯାଉଥିଲା ବାଙ୍ଗଲାଦେଶ, ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଭାରତ-ବାଙ୍ଗଲାଦେଶ ଅନ୍ତରାଷ୍ଟ୍ରୀୟ ସୀମାରେ ନିୟୋଜିତ ବିଏସଏଫ ଯବାନ ଅନେକ ମୋବାଇଲ ଜବତ...
ଅପରାଧଓଡ଼ିଶା ଖବରନ୍ୟୁଜ୍ଜମିବାଡ଼ି ବିବାଦରୁ ହତ୍ୟା, ଅଭିଯୁକ୍ତ ବାପା ଓ ଦୁଇ ନାବାଳକ ପୁଅ ଗିରଫOdisha HalchalOctober 10, 2022 by Odisha HalchalOctober 10, 2022066 ବିଲ ବାଡି ଝଗଡ଼ାକୁ ନେଇ ପୂର୍ବ ଶତ୍ରୁତାରୁ ଘଟିଛି ହତ୍ୟାକାଣ୍ଡ । ବିଲରେ ଜଣଙ୍କୁ ଠେଙ୍ଗାରେ ପିଟିପିଟି ଅତି ନୃଶଂସ ଭାବେ ହତ୍ୟା କରାଯାଇଛି । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଶ୍ରୀମନ୍ତପୁର...
ଅପରାଧଓଡ଼ିଶା ଖବରନ୍ୟୁଜ୍ବାରିପଦା ସହର ମଧ୍ୟରୁ ୧୮ ଲକ୍ଷର ଧଳା ଜହର ଜବତ, ମହିଳା ଗିରଫOdisha HalchalOctober 10, 2022 by Odisha HalchalOctober 10, 2022042 ବାରିପଦା ସହର ଭିତରୁ ଧଳା ଜହର ଜବତ । ରାଜ୍ୟ ଅବକାରୀ ବିଭାଗର ୧୨ ଜଣିଆ ୨ ଗୋଟି ସ୍ବତନ୍ତ୍ର ଫ୍ଲାଇଙ୍ଗ୍ ଟିମ୍ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଜି ସକାଳୁ ସହରର ବିଭିନ୍ନ...
ଅପରାଧଓଡ଼ିଶା ଖବରନ୍ୟୁଜ୍ମହିଳାଙ୍କୁ ବ୍ୟବହାର କରି ପ୍ରଯୋଜକଙ୍କୁ ବ୍ଲାକମେଲ୍, ହାତେଇଥିଲେ ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଫଟୋOdisha HalchalOctober 9, 2022 by Odisha HalchalOctober 9, 2022015 ମାୟାବିନୀ ଅର୍ଚ୍ଚନା ନାଗ ଜଣେ ମହିଳାଙ୍କୁ ବ୍ୟବହାର କରି ଜନୈକ ଫିଲ୍ମ ପ୍ରଯୋଜକଙ୍କୁ ବ୍ଲାକ୍ ମେଲ କରୁଥିଲେ। ଫିଲ୍ମ ପ୍ରଯୋଜକଙ୍କ ସହ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଫଟୋ ଓ ଭିଡିଓକୁ ହାତେଇବା ପରେ...
ଅପରାଧଓଡ଼ିଶା ଖବରନ୍ୟୁଜ୍ଡିଆଇଜି ପରିଚୟ ଦେଇ ଠକୁଥିଲେ ଟଙ୍କାOdisha HalchalOctober 9, 2022 by Odisha HalchalOctober 9, 2022019 ନକଲି ପୋଲିସ୍ କୁ ଗିରଫ କଲା ଅସଲି ପୋଲିସ୍ । ନିଜକୁ ପୋଲିସ ଡିଆଇଜି ପରିଚୟ ଦେଇ ଭଲ ଚାକିରୀ କରାଇଦେବା ନାଁରେ ଟଙ୍କା ଠକୁଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ...
ଅପରାଧଓଡ଼ିଶା ଖବରନ୍ୟୁଜ୍ପେନ୍ ଡ୍ରାଇଭରେ ରହିଛି ହାଇପ୍ରୋଫାଇଲ ଲୋକଙ୍କ ଭିଡିଓOdisha HalchalOctober 8, 2022 by Odisha HalchalOctober 8, 2022013 ରାଜନେତାଙ୍କ ସହ ଫେସ୍ବୁକ୍ରେ ସମ୍ପର୍କ । କିଛିଦିନ ପରେ ଫୋନ୍ରେ ପ୍ରେମାଳାପ । ତା’ପରେ ଶାରୀରିକ ସମ୍ପର୍କ ସ୍ଥାପନ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କରି ବ୍ଲାକ୍ମେଲ୍ କରି ଲକ୍ଷ ଲକ୍ଷ ଟଙ୍କା...