ଅପରାଧଓଡ଼ିଶା ଖବରନ୍ୟୁଜ୍

ଭିଜିଲାନ୍ସ ଜାଲରେ ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ

ଭିଜିଲାନ୍ସ ଜାଲରେ ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ

ଭିଜିଲାନ୍ସ ଜାଲରେ ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ, ୧୨ ହଜାର ୬୦୦ଟଙ୍କା ନେଉଥିଲେ ଲାଞ୍ଚ ଭିଜିଲାନ୍ସ ଜାଲରେ ଯାଜପୁର ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ ।

ଲାଞ୍ଚ ନେବା ବେଳେ ଧରାପଡିଲେ ଶ୍ରମ ନିୟୋଜନ ଅଧିକାରୀ ତାପସ କୁମାର ସ୍ୱାଇଁ ଏବଂ ମୁଖ୍ୟ କିରାଣୀ ଜିତେନ୍ଦ୍ର କୁମାର ସେଠୀ ।
ଖବର ଅନୁଯାୟୀ, ଗାଡ଼ି ଭଡ଼ା ବାବଦକୁ ଗାଡ଼ି ମାଲିକ ବିବେକାନନ୍ଦ ମାହାପାତ୍ର ଠାରୁ ୧୨, ୬୦୦ ଟଙ୍କା ଲାଞ୍ଚ ନେଉଥିଲେ ଦୁଇ ଜଣ ।

ଯାହାର ଗୁଇନ୍ଦା ସୂଚନା ପାଇଁ ଚଢାଉ କରିଥିଲେ ଭିଜିଲାନ୍ସ ଟିମ୍‌ । ଲାଞ୍ଚ ନେବା ସମୟରେ ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀକୁ ଗିରଫ କରିଛି କଟକ ଓ ଯାଜପୁରର ଭିଜିଲାନ୍ସ ଟିମ୍ ।

Related posts

କେନ୍ଦୁଝରରେ ଟାଟା କମ୍ପାନୀର ଦାଦାଗିରି, ଘରେ ପଶି ଉପଭୋକ୍ତାଙ୍କୁ ନିର୍ଧୁମ ଛେଚିଲେ

Odisha Halchal

ବୀରମହାରାଜପୁର କପ୍ ହକି ଟୁର୍ଣ୍ଣାମେଣ୍ଟ

Odisha Halchal

ବିଡିଓଙ୍କ ଉପରେ ବର୍ଷିଲେ ବିଧାୟକ

Odisha Halchal

Leave a Comment