Category : ନ୍ୟୁଜ୍

ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବି ରେ ହରିଶଙ୍କର ଠାରୁ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା

Odisha Halchal
ବୌଦ୍ଧ:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର )ସ୍ୱତନ୍ତ୍ର କୋଶଲ ରାଏଜ ଦାବି ରେ କୋଶଲ ରାଏଜ ମୁକ୍ତି ମୋର୍ଚା ର ଆହ୍ୱାନ କ୍ରମେ କୋଶଲ ସଂଗ୍ରାମୀ ମାନେ ହରିଶଙ୍କର ଠାରୁ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା ରେ...
ଅପରାଧଓଡ଼ିଶା ଖବରନ୍ୟୁଜ୍

ଅର୍ଚ୍ଚନାଙ୍କ ବୟାନ ପରେ ସୃଷ୍ଟି ହେଲା କମ୍ପନ, ନେତା ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼

Odisha Halchal
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ମାତ୍ର ୩୦ ମିନିଟରେ ସବୁ ତଥ୍ୟ ପ୍ରମାଣ ଦେବି। ମୁଁ କେବେବି ଛାଡିବିନି, ଯେବେ ମୁହଁ ଖୋଲିବି ସେତେବେଳେ...
ଅପରାଧଓଡ଼ିଶା ଖବରନ୍ୟୁଜ୍

ଦିନରେ ଶିକ୍ଷକ ରାତିରେ ନକଲି ଡାକ୍ତର

Odisha Halchal
କେନ୍ଦ୍ରାପଡା :-(ରିପୋର୍ଟ :-ଜନ୍ମୟେଜୟ ବିଶ୍ୱାଳ )ଦିନରେ ଶିକ୍ଷକ ରାତିରେ ନକଲି ଡାକ୍ତର। ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଜଣେ ଶିକ୍ଷକ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଲୁଣାଘେରି...
ଓଡ଼ିଶା ଖବରନ୍ୟୁଜ୍

ସୁବର୍ଣ୍ଣପୁର ବନଖଣ୍ଡରେ ଗଜ ସାଥି କାର୍ଯ୍ୟକ୍ରମ

Odisha Halchal
ସୁବର୍ଣ୍ଣପୁର:-(ରିପୋର୍ଟ :-ମଣ୍ଟୁମନ୍ତ୍ରା)ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ଠାରେ ACF ଶ୍ରୀଯୁକ୍ତ ପ୍ରଫୁଲ୍ଲ ଧରୁଆ ଙ୍କ ସଭାପତିତ୍ୱରେ ଗଜ ସାଥି କାର୍ଯ୍ୟକ୍ରମ ଅନିଷ୍ଠିତ ହୋଇଥିଲା ।ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ଶ୍ରୀଜୁକ୍ତ ନିତିଷ କୁମାର ମୁଖ୍ୟ ଅତିଥି ଭାବରେ...
ଓଡ଼ିଶା ଖବରଖେଳନ୍ୟୁଜ୍

ସର୍ବଭାରତୀୟ ଖୋଖୋ ଚମ୍ପିୟାନସିପ ଅନୁଷ୍ଠିତ

Odisha Halchal
ନୂଆପଡା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ )ଖରିଆର ବ୍ଲକ ସ୍ଥାନୀୟ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ମହାତ୍ମାଗାନ୍ଧୀ ସାଇନସ କଲେଜ ଓ ନେସନାଲ ସେଭେନ ବ୍ଲକ ଖୋଖୋ ସଂଘ ଓଡିଶା ତରଫରୁ ସର୍ବ ଭାରତୀୟ...
ଓଡ଼ିଶା ଖବରନ୍ୟୁଜ୍

ବାଘପାଲି ରେ ବକୁଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Odisha Halchal
ସୁବର୍ଣ୍ଣପୁର :-(ରିପୋର୍ଟ:-ମଣ୍ଟୁମନ୍ତ୍ରା) ଉଲୁଣ୍ଡା ବ୍ଳକ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତ ବାଘପାଲି ସ୍ଥିତ ସିଦ୍ଧଯୋଗି ଶ୍ରୀ ଶ୍ରୀ ଚନ୍ଦ୍ରମଣି ଦାସ ସମାଧି ପୀଠ ଠାରେ ଚଳିତ ମାସ ୧୭ ତାରିଖ ରୁ ୨୪ ତାରିଖ ଯାଏଁ...
ଓଡ଼ିଶା ଖବରନ୍ୟୁଜ୍

କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

Odisha Halchal
କାଲିମେଳା:-(ରିପୋର୍ଟ:- ସୁକୁମାର ମଣ୍ଡଳ)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତ ସଭାଗୃହ ଠାରେ ଆଜି ଗ୍ରାମସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରେବତୀ...
ଓଡ଼ିଶା ଖବରନ୍ୟୁଜ୍

ଘର ଦ୍ୱାର ମୁଁହଁ ତାଲା ଭାଙ୍ଗି ଶଶୁର ଘରେ ପ୍ରବେଶ କଲା ବୋହୂ

Odisha Halchal
ଘର ଦ୍ୱାରମୁଁହଁ ତାଲା ଭାଙ୍ଗି ଶଶୁର ଘରେ ପ୍ରବେଶ କଲା ବୋହୂ। ଦୀର୍ଘ ୯ଦିନ ହେଲାଣି ନ୍ୟାୟ ପାଇଁ ନିଜ ସ୍ୱାମୀ ଘର ଆଗରେ ବସି ରହିବା ପରେ ଆଜି ତାଲା ଭାଙ୍ଗି ଘରେ...
ଓଡ଼ିଶା ଖବରନ୍ୟୁଜ୍

ଅଳିଆ ଆବର୍ଜ୍ଜନା ରେ ପରିପୂର୍ଣ୍ଣ ମନମୁଣ୍ଡା ସହର

Odisha Halchal
ସବୁବେଳେ ଚର୍ଚ୍ଚାରେ ମନ ମୁଣ୍ଡା ଗ୍ରାମ ପଞ୍ଚାୟତ।ଗତ ସରପଞ୍ଚ ନିର୍ବାଚନ ଦିନ ଠାରୁ କେତେବେଳେ ଟଙ୍କା କାରବାର ତ କେତେବେଳେ ଜାତିଗତ ପ୍ରମାଣ ପତ୍ର କୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିବା ବେଳେ ଏବେ...
ଓଡ଼ିଶା ଖବରନ୍ୟୁଜ୍

ପାରା ପ୍ରେମରେ ମଣିଷ

Odisha Halchal
ପାରା ପ୍ରେମରେ ମଣିଷ ଏ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମାଲକାନଗିରି ସହରର ଜଣେ ତେଜରାତି ଦୋକାନୀ, ନାଁ ତାଙ୍କର ବାଲାରାଜୁ ପଣ୍ଡା, ବାଲା କହିଲେ ଲୋକେ ଜାଣନ୍ତି। ସହରର ସୁବାଷ ଛକ ନିକଟରେ ରହିଛି...