ଓଡ଼ିଶା ଖବରନ୍ୟୁଜ୍

କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

କାଲିମେଳା:-(ରିପୋର୍ଟ:- ସୁକୁମାର ମଣ୍ଡଳ)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତ ସଭାଗୃହ ଠାରେ ଆଜି ଗ୍ରାମସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ସଭାରେ କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରେବତୀ କୁଞ୍ଜ,ପିଇଓ ଶ୍ରୀ ମନୋଜ କୁମାର ତାଙ୍ଗୁଲ, ଗ୍ରାମ ପଞ୍ଚାୟତର ସମସ୍ତ ମେମ୍ବର,ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ।

ସରପଞ୍ଚ ଶ୍ରୀମତୀ କୁଞ୍ଜ ସଭାରେ ସଭାପତିତ୍ବ କରିଥିଲାବେଳେ,ପିଇଓ ଶ୍ରୀ ମନୋଜ କୁମାର ତାଙ୍ଗୁଲ ସଭାକୁ ପରିଚାଳନା କରିଥିଲେ।ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ଉପରେ ଆଲୋଚନା ହୋଇଥିବା ବେଳେ ପଲ୍ଲୀ ସଭାରେ ଲିପିବଦ୍ଧ ହୋଇଥିବା କାମ ଉପରେ ଆଲୋଚନା କରାଯାଇଥିଲା।

Related posts

କୋଟାକ ସିକୁରିଟି ନାମକ ସଂସ୍ଥା ନାମରେ କୋଟି କୋଟି ଟଙ୍କା ଠକିବା ଅଭିଯୋଗ

Odisha Halchal

ହେଲିକପ୍ଟର ଦୁର୍ଘଟଣା ରେ ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ

Odisha Halchal

ପଟି ମାଲିକ ଙ୍କ ସହ ପୋଲିସ ବାବୁ ଙ୍କ ମଧୁଚନ୍ଦ୍ରିକା

Odisha Halchal

Leave a Comment