ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରପୌର ନିର୍ବାଚନ ସମୟରେ ନିରପେକ୍ଷ ରହିବାକୁ ସମସ୍ତ ସରକାରୀ ଅଧିକାରୀଙ୍କୁ କହିଲେ ରାଜ୍ୟ ସରକାରOdisha HalchalMarch 5, 2022 by Odisha HalchalMarch 5, 20220165 ଓଡ଼ିଶାରେ ଚଳିତ ମାସ ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇସାରିଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ମେୟର ଏବଂ କର୍ପୋରେଟର ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା...
ଓଡ଼ିଶା ଖବରନ୍ୟୁଜ୍ପୁରୀ ମୁଖ୍ୟ କେନାଲରେ କୁମ୍ଭୀର ଆତଙ୍କ, ଭୟରେ ସ୍ଥାନୀୟ ବାସିନ୍ଦାOdisha HalchalMarch 5, 2022March 5, 2022 by Odisha HalchalMarch 5, 2022March 5, 20220241 କେନାଲରେ କୁମ୍ଭୀର । ରାଜଧାନୀ ଉପକଣ୍ଠ ହଂସପାଳ ଛକ ନିକଟସ୍ଥ ବସୁନ୍ଧରା ଆପାର୍ଟମେଣ୍ଟ୍ ସଂଲଗ୍ନ ପୁରୀ ମୁଖ୍ୟ କେନାଲରେ ବିରାଟକାୟ କୁମ୍ଭୀର ଦେଖିବାକୁ ମିଳିଛି। ପ୍ରାୟ ୧୨ ଫୁଟରୁ ଅଧିକ ଲମ୍ବାର ଏକ ଘଡ଼ିଆଳ...
ଅପରାଧଓଡ଼ିଶା ଖବରନ୍ୟୁଜ୍ରାଜଧାନୀରେ ଜଘନ୍ୟ କାଣ୍ଡ: ଇଟାରେ ଛେଚି ହତ୍ୟା ପରେ ପୋତିଦେଲେ ଦୁର୍ବୃତ୍ତOdisha HalchalMarch 5, 2022 by Odisha HalchalMarch 5, 20220251 ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । କେବଳ ଅପରାଧ ନୁହେଁ ଅପରାଧୀଙ୍କ ଦୌରାତ୍ମ୍ୟ ବି ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କୁ...
ଓଡ଼ିଶା ଖବରନ୍ୟୁଜ୍ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ବିଏମସି ମେୟର ପ୍ରାର୍ଥୀ, ଘୋଷଣା କଲା ଦଳOdisha HalchalMarch 5, 2022 by Odisha HalchalMarch 5, 20220236 ଭୁବନେଶ୍ୱର ମହାନଗର ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ଦଳ । ଏ ନେଇ ଶୁକ୍ରବାର ଦିନ ୧୧ଟା ବେଳେ ଏ ନେଇ ବିଧିବଦ୍ଧ...
ଦେଶ ବିଦେଶନ୍ୟୁଜ୍ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ବଳି ପଡୁଛନ୍ତି ଭାରତୀୟ,ଆଉ ଜଣେ ଛାତ୍ରଙ୍କୁ ଗୁଳିମାଡOdisha HalchalMarch 5, 2022 by Odisha HalchalMarch 5, 20220255 ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଛି ଘମାଘୋଟ୍ ଯୁଦ୍ଧ । ଏହି ଯୁଦ୍ଧକୁ ନେଇ ସବୁ ଦେଶ ଚିନ୍ତାରେ ରହିଥିବା ବେଳେ ଭାରତ ମଧ୍ୟ ଅନେକ କ୍ଷତି ସହିଲାଣି । ପୁର୍ବରୁ ଜଣେ ଭାରତୀୟ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଆସନ୍ତା ୭ ରୁ ୧୨ ତାରିଖ ମଧ୍ୟରେ ରାଜ୍ୟରେ ବୃଦ୍ଧି ପାଇବ ଖରାର ପ୍ରକୋପ,ଘରୁ ନବାହାରିବାକୁ ପରାମର୍ଶOdisha HalchalMarch 5, 2022 by Odisha HalchalMarch 5, 20220233 ରାଜ୍ୟରେ ଧିରେ ଧିରେ ବଢୁଛି ତାତିର ପ୍ରକୋପ । ଆଗକୁ ମଧ୍ୟ ଏହି ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ସର୍ବାଧିକ ତାପମାତ୍ରା ଉପକୂଳ ଜିଲ୍ଲାରେ ଆସନ୍ତା...
ଓଡ଼ିଶା ଖବରନ୍ୟୁଜ୍କପିଳାସ କାଇମାଟିରେ ଦୁର୍ଘଟଣା: ପୋଲ ତଳକୁ ଖସିଲା ବାଇକ, ଦୁଇ ମୃତOdisha HalchalMarch 5, 2022 by Odisha HalchalMarch 5, 20220377 କପିଳାସ ରାସ୍ତାର କାଇମାଟି ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଏକ ବାଇକ ରାସ୍ତା ପାର୍ଶ୍ଵ ପୋଲ ତଳକୁ ଖସି ପଡିଛି । ଫଳରେ ପୋଲ ତଳେ ପାଣିରେ ପଡି...
ଦେଶ ବିଦେଶନ୍ୟୁଜ୍ଯୁଦ୍ଧ ପାଇଁ ସେୟାର ବଜାରରେ ହାହାକାର : ୭୦୦ ପଏଣ୍ଟ ଖସିଲା ସେନସେକ୍ସOdisha HalchalMarch 5, 2022 by Odisha HalchalMarch 5, 20220282 ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଯାହାର ପ୍ରଭାବ ସାରା ବିଶ୍ୱର ସେୟାର ବଜାର ଉପରେ ପଡିଛି । ଭାରତୀୟ ସେୟାର ବଜାର ମଧ୍ୟ ଏଥିରେ ପ୍ରଭାବିତ ହୋଇଛି...
ଦେଶ ବିଦେଶନ୍ୟୁଜ୍ମିଶନ୍ ଗଙ୍ଗା’: ୟୁକ୍ରେନ୍ ରୁ ଭାରତ ଫେରିଲେ ଆଉ ୬୩୦ ଭାରତୀୟ, ରୋମାନିଆ ଓ ହଙ୍ଗେରୀ ଦେଇ ଫେରିଲେ ସ୍ୱଦେଶOdisha HalchalMarch 5, 2022 by Odisha HalchalMarch 5, 20220252 ୟୁକ୍ରେନ୍-ଋଷ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ । ସେମାନଙ୍କୁ ଉଦ୍ଧାର କରିବା ଲାଗି ଭାରତ ସରକାର ମିଶନ୍ ଗଙ୍ଗା ଆରମ୍ଭ କରିଥିବା ବେଳେ ପ୍ରତିଦିନ ଶହ ଶହ ଭାରତୀୟଙ୍କୁ...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବରରୁଷର କମ୍ପାନୀ ସହ ବ୍ୟବସାୟ ବନ୍ଦ କଲା SBI, ପ୍ରତିବନ୍ଧକର ରହିଛି ଭୟOdisha HalchalMarch 5, 2022 by Odisha HalchalMarch 5, 20220246 ରୁଷର କମ୍ପାନୀ ଗୁଡିକ ଉପରେ ପାଶ୍ଚାତ୍ୟ ଦେଶ ଗୁଡିକ ପ୍ରତିବନ୍ଧକ ଲାଗୁ କରିବା ପରେ ଭାରତ ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି। ପଶ୍ଚିମ ରାଷ୍ଟ୍ର ଗୁଡିକ ବ୍ୟାନ...