ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ୟୁରୋପର ସର୍ବବୃହତ୍ତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ଧୂଆଁ, ହୋଇପାରେ ବଡ଼ଧଣଣର ବିସ୍ଫୋରଣ ୟୁକ୍ରେନ୍‌

ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ଧୂଆଁ, ହୋଇପାରେ ବଡ଼ଧଣଣର ବିସ୍ଫୋରଣ ୟୁକ୍ରେନ୍‌

ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ୟୁରୋପର ସର୍ବବୃହତ୍ତ ପରମାଣୁ ଶକ୍ତି କେନ୍ଦ୍ରରୁ ଧୂଆ ନିର୍ଗତ ହେଉଥିବା ଦେଖାଯାଉଛି ।

ୟୁକ୍ରେନ୍‌ର ବିଦେଶ ମନ୍ତ୍ରୀ ଦିମିତ୍ରୋ କୁଲେବା ନିଆଁ ଲାଗିବା ପରେ ରୁଷୀୟ ସୈନିକଙ୍କୁ ୟୁରୋପର ସବୁଠାରୁ ବଡ଼ ପରମାଣୁ ଶକ୍ତି କାରଖାନା ଉପରେ ଆକ୍ରମଣ ବନ୍ଦ କରିବାକୁ ଆହ୍ୱାନ କରିଛି ।

ଆକ୍ରମଣ ଜାରି ରହିଲେ ଚୋରନୋବିଲ ଠାରୁ ୧୦ଗୁଣ ଅଧିକ ବିସ୍ଫୋରଣ ହେବ । ରୁଷିଆକୁ ତୁରନ୍ତ ନିଆଁ ବନ୍ଦ କରିବା ଉଚିତ ।

Related posts

ଦୁର୍ଦାନ୍ତ ମାଓବାଦୀଙ୍କୁ ଗିରଫ କଲା ଏନ୍ ଆଇ ଏ

Odisha Halchal

କାଶୀପୁରରେ ୫ ବର୍ଷ ପରେ ଦେଖାଦେଲା ‘ଭିବ୍ରିଓ କଲେରା

Odisha Halchal

ଡ୍ରୋନ ସାହାଯ୍ୟରେ ବାଣ୍ଟିଲେ ଭତ୍ତା

Odisha Halchal

Leave a Comment