ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବରପରଟା ଉପରେ ଲାଗିବ ୧୮ ପ୍ରତିଶତ GST: କୋର୍ଟଙ୍କ ବଡ଼ ନିଷ୍ପତ୍ତିOdisha HalchalOctober 14, 2022 by Odisha HalchalOctober 14, 2022067 ଯଦି ଆପଣ ପରଟା ଖାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ପରଟା ଉପରେ ଆପଣଙ୍କୁ ୧୮ ପ୍ରତିଶତ ଦ୍ରବ୍ୟ ଓ ସେବା କର (ଜିଏସଟି) ଦେବାକୁ ପଡ଼ିବ । ରୁଟି ଓ ପରଟା ଦୁଇଟି...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରବାତ୍ୟା ନେଇ ‘ଗୁଜବ’ଠାରୁ ଦୂରେଇ ରହିବାକୁ ପରାମର୍ଶ,Odisha HalchalOctober 12, 2022 by Odisha HalchalOctober 12, 2022047 ବାତ୍ୟା ନେଇ ‘ଗୁଜବ’ଠାରୁ ଦୂରେଇ ରହିବାକୁ ପରାମର୍ଶ। ଏନେଇ ଟ୍ୱିଟ କରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ସୂଚନା ଜାରି କାରିନାହିଁ ।...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଆସୁଛି ମହାବାତ୍ୟା ‘ସିତରଙ୍ଗ’,Odisha HalchalOctober 12, 2022 by Odisha HalchalOctober 12, 2022071 ଆସୁଛି ମହାବାତ୍ୟା ‘ସିତରଙ୍ଗ’, ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଆସୁଛି ମହାବାତ୍ୟା ‘ସିତରଙ୍ଗ’ । ଆସନ୍ତା ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବାର...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବରଟେକ୍ ହୋମ୍ ଦରମାରେ କେତେ ମିଳିବ ଲୋନ୍? କେତେ ପଡ଼ିବ EMI, ଜାଣନ୍ତୁ RBIର ଗାଇଡଲାଇନ୍Odisha HalchalAugust 3, 2022 by Odisha HalchalAugust 3, 2022052 କୌଣସି ବଡ଼ ଆର୍ଥିକ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମକୁ ଲୋନର ଆବଶ୍ୟକତା ପଡ଼ିଥାଏ । ଚାକିରିଆଙ୍କୁ ଅତି ସହଜରେ ଲୋନ୍ ମିଳିଯାଏ । କିନ୍ତୁ ଆପଣ ଜାଣନ୍ତି କି, ଆପଣଙ୍କ ଦରମାରେ କେତେ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଭୁବନେଶ୍ୱର ଆରଏମଆରସି ରେ ହେବ ମଙ୍କିପକ୍ସ ଟେଷ୍ଟOdisha HalchalJuly 31, 2022 by Odisha HalchalJuly 31, 2022059 ଭୁବନେଶ୍ୱର ଆରଏମଆରସି ରେ ବି ହେବ ମଙ୍କିପକ୍ସ ଟେଷ୍ଟ ।ଏନେଇ ସୁଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶକ ସଂଘମିତ୍ରା ପତି । କାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧକ୍ଷ୍ୟତା ହୋଇଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।ଆରଏମଆରସିକୁ ମଙ୍କିପକ୍ସ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଅଗଷ୍ଟ ୮ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟOdisha HalchalJuly 28, 2022 by Odisha HalchalJuly 28, 2022048 ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିଥିବାବେଳେ ଅଗଷ୍ଟ ୮ ତାରିଖରେ ପ୍ରକାଶ ପାଇବ କଳା ଓ ଧନ୍ଦାମୂଳକ ବିଷୟର ଫଳ ।...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବରବ୍ୟାଙ୍କ ଗ୍ରାହକଙ୍କୁ ଏବେ ମିଳିବ ବଡ଼ ସୁବିଧା : ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣାOdisha HalchalJuly 27, 2022 by Odisha HalchalJuly 27, 2022053 ଏବେ ସମବାୟ ବ୍ୟାଙ୍କର ଗ୍ରାହକଙ୍କୁ ସରକାରଙ୍କର ସମସ୍ତ କଲ୍ୟାଣକାରୀ ଯୋଜନାର ସୁବିଧା ଦିଆଯିବ । ସରକାର ଏଥିପାଇଁ ଡାଇରେକ୍ଟ ବ୍ୟାଙ୍କ ଟ୍ରାନ୍ସଫର (ଡିବିଟି) ସହିତ ସମବାୟ ବ୍ୟାଙ୍କଗୁଡ଼ିକୁ ସଂଯୋଗ କରିବେ । ଭିଡିଓ କନଫରେନ୍ସିଂ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର୨୪ ତାରିଖ ଯାଏଁ ପ୍ରବଳ ବର୍ଷା, ଉତ୍ତର ଓ ଦକ୍ଷିଣରେ ପ୍ରବଳ ଛେଚିବOdisha HalchalJuly 21, 2022 by Odisha HalchalJuly 21, 2022088 ଆସନ୍ତା ୨୪ ତାରିଖ ଯାଏ ରାଜ୍ୟରେ ନିର୍ଧୁମ ବର୍ଷିବ । ଓଡ଼ିଶା ଉପରେ ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୨୨ରୁ ପ୍ରବଳ ବର୍ଷିବ । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଭାରି ବର୍ଷା...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗOdisha HalchalJuly 20, 2022 by Odisha HalchalJuly 20, 2022053 ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହାସହିତ ଉପକୂଳ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରମାସ୍କ ହେଲା ବାଧ୍ୟତାମୂଳକ, ନ ପିନ୍ଧିଲେ ଏହି ସହରରେ ମିଳିବନି ପେଟ୍ରୋଲOdisha HalchalJuly 19, 2022 by Odisha HalchalJuly 19, 2022051 ଟୁଇନ ସିଟି ସମେତ ସମ୍ବଲପୁର ପରେ ଏବେ କରୋନା ରୋକିବାକୁ ନିୟମକୁ କଡ଼ାକଡ଼ି କଲା ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି)। ଏଣିକି ବ୍ରହ୍ମପୁରରେ ବି ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଏବେ ଦୈନିକ ହଜାରେ...