ଦେଶ ବିଦେଶନ୍ୟୁଜ୍ବିଶେଷ ଖବରଚୀନ ପୋଙ୍ଗୋଙ୍ଗ ହ୍ରଦରେ ନୂଆ ପୋଲ ନିକଟରେ ନିର୍ମାଣ କରୁଛି ସଡ଼କ, ସାଟଲାଇଟ୍ ଫଟୋ ଜାରିOdisha HalchalMay 3, 2022 by Odisha HalchalMay 3, 2022049 ଚୀନ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟ ‘ପୋଙ୍ଗୋଙ୍ଗ୍ ତ୍ସ୍ୟେ’ର ଦକ୍ଷିଣ କୂଳରେ ନୂଆ ପୋଲ ନିକଟରେ ସମ୍ଭାବିତ ସଡ଼କ ନେଟୱାର୍କ କାମ ଆରମ୍ଭ କରିଛି । ଏହାକୁ ନେଇ ସାଟଲାଇଟ୍ ଫଟୋ ମଧ୍ୟ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଆସୁଛି ସମ୍ଭାବ୍ୟ ବାତ୍ୟା, ଓଡିଶା ଉପକୂଳରେ ହିଟ୍ ନେଇ ଅଧିକାଂଶ ମଡେଲର ଆକଳନOdisha HalchalMay 2, 2022 by Odisha HalchalMay 2, 2022046 ଆସୁଛି ସମ୍ଭାବ୍ୟ ବାତ୍ୟା । ଦିନକ ପରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଘୂର୍ଣ୍ଣିବଳୟ ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପର ରୂପ ନେବ । ବାତ୍ୟା ସମ୍ଭାବନା ନେଇ ଏଯାଏଁ...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବରପୃଥିବୀ ଆଡ଼କୁ ଖସୁଛି ବିରାଟ ପଥର ଖଣ୍ଡ, ସତର୍କ କଲା ନାସାOdisha HalchalMay 2, 2022 by Odisha HalchalMay 2, 2022063 ପୁଣିଥରେ ପୃଥିବୀ ପ୍ରତି ସୃଷ୍ଟି ହୋଇଛି ବିପଦ। ପୃଥିବୀ ଆଡ଼କୁ ଖସୁଛି ବିଶାଳକାୟ ଉଲକା ପିଣ୍ଡ ବା ପଥର ଖଣ୍ଡ। ଚଳିତ ମାସ ଶେଷ ଭାଗ ସୁଦ୍ଧା ଏହା ପୃଥିବୀର ନିକଟର ହେବ ବୋଲି...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଲଘୁଚାପ ନିଶ୍ଚିତ ହେବ ହେଲେ ବାତ୍ୟା ଚିତ୍ର ଅସ୍ପଷ୍ଟ ରହିଛିOdisha HalchalMay 2, 2022 by Odisha HalchalMay 2, 2022050 ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ବୈଜ୍ଞାନିକ ଆର.କେ ଜେନାମଣି ସୂଚନା ଦେଇଛନ୍ତି । ଦକ୍ଷିଣ ଆଣ୍ଡାମାନ ସାଗରରେ ୪ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । କଳକ୍ରମେ ଘନୀଭୂତ ହୋଇ ୬ ତାରିଖ ସୁଦ୍ଧା...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବରଟିକା ନେବାକୁ ବାଧ୍ୟ କରିପାରିବେନି ସରକାର: ସୁପ୍ରିମକୋର୍ଟOdisha HalchalMay 2, 2022 by Odisha HalchalMay 2, 2022052 ଏଣିକି କରୋନା ଟିକା ବାଧ୍ୟତାମୂଳକ ନୁହେଁ। ଏହି ଟିକା ନେବାକୁ ସରକାର କୌଣସି ବି ବ୍ୟକ୍ତିଙ୍କୁ ବାଧ୍ୟ କରିପାରିବେ ନାହିଁ। କରୋନା ଟିକାକୁ ନେଇ ଆଜି ଏଭଳି ଏକ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରରାଜ୍ୟରେ କାଳବୈଶାଖୀ ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ୪୦-୫୦ କିମି ବେଗରେ ବହିବ ପବନOdisha HalchalMay 2, 2022May 2, 2022 by Odisha HalchalMay 2, 2022May 2, 2022044 ଆସନ୍ତା ୪ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ମେ ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହାର ପ୍ରଭାବରେ...
ଓଡ଼ିଶା ଖବରବିଶେଷ ଖବରଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହିତ କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରିOdisha HalchalMay 1, 2022 by Odisha HalchalMay 1, 2022046 ରାଜ୍ୟ ତମାମ ଆଜି ସକାଳୁ କୋହଲା ପାଗ ଲାଗି ରହିଛି । ପ୍ରବଳ ତାତିର ତ୍ରାହି ମିଳିଛି ରାଜ୍ୟ ବାସୀଙ୍କୁ । ଆଜି କେଉଁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱର ଏବଂ ଭଦ୍ରକରେ କାଳବେଶାଖୀ ହେବା...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରତାତିରେ କଲବଲ ହେଉଥିବା ଓଡିଶା ପାଇଁ ଆସୁଛି କି ବାତ୍ୟା ଭୟ, ୨ରୁ ୩ ଦିନ ଭିତରେ ସ୍ପଷ୍ଟ ହୋଇପାରେ ଚିତ୍ରOdisha HalchalApril 30, 2022 by Odisha HalchalApril 30, 2022051 ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କଳବଲ ସାରା ଓଡିଶା । ତେବେ ଓଡିଶା ପାଇଁ ପୁଣି ଆସୁଛି ବାତ୍ୟା ଭୟ । ମେ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତାର ଆଖପାଖ...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବରକାହିଁକି ମହଙ୍ଗା ପେଟ୍ରୋଲ ଓ ଡିଜେଲ, ଜନତାଙ୍କୁ ଧୋକା ଦେଉ ନାହାନ୍ତିତ ରାଜ୍ୟ ସରକାରOdisha HalchalApril 27, 2022 by Odisha HalchalApril 27, 2022046 ମୂଲ୍ୟବୃଦ୍ଧିରେ ଘର ଚୁଲିମୁଣ୍ଡର ବଜେଟ୍ ସମ୍ଭାଳିବା ଏବେ କଷ୍ଟକର ହୋଇପଡିଛି। ହେଲେ ରାଜ୍ୟ ସରକାରମାନେ ତୈଳ ଉପରୁ ଭାଟ ଛାଡ କରୁ ନାହାନ୍ତି। ଏଣୁ ପ୍ରଧାନମନ୍ତ୍ରୀ ବୁଧବାର ପୁଣି ଥରେ ରାଜ୍ୟମାନଙ୍କୁ ଏ ବାବଦେ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଆଉ ୫ ଦିନ ପ୍ରଚଣ୍ଡ ତାତି, ରାଜ୍ୟରେ ହିଟ୍ ୱେଭ୍ ନେଇ ୯ ଜିଲ୍ଲାକୁ ସତର୍କ ସୂଚନା ଜାରିOdisha HalchalApril 26, 2022 by Odisha HalchalApril 26, 2022057 ରାଜ୍ୟରେ ହିଟ୍ ୱେଭ୍ ନେଇ ସତର୍କ କଲା ଏସଆରସିଙ୍କ କାର୍ଯ୍ୟାଳୟ । ତେବେ ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ପକ୍ଷରୁ ଚିଠି ଲେଖାଯାଇଛି । ଅନୁଗୁଳ, ବୌଦ୍ଧ, ବଲାଙ୍ଗିର,...