ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଅସମ୍ଭାଳ ଭିଡ଼ର ଭୟଙ୍କର ପରିଣାମOdisha HalchalJanuary 14, 2023 by Odisha HalchalJanuary 14, 2023020 କଟକ :-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ )ବଡ଼ମ୍ବା-ଗୋପିନାଥପୁର ଟି ସେତୁ ଉପରେ ଦଳାଚକଟା, ୧୨ ଗୁରୁତର ମକରମେଳା ଦେଖିବା ପାଇଁ ଲକ୍ଷାଧିକ ଲୋକ ଯାଉଥିବା ବେଳେ ଦଳାଚକଟା ହୋଇଛି ସିଂହନାଥପୀଠରେଦଳାଚକଟା କଟକ ବଡ଼ମ୍ବା ସିଂହନାଥ...
ଓଡ଼ିଶା ଖବରଖେଳଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବରମନୋରଞ୍ଜନମୁଖ୍ୟ ଖବରର ସାରାଂଶOdisha HalchalJanuary 6, 2023January 6, 2023 by Odisha HalchalJanuary 6, 2023January 6, 2023048 ୦୬ /୦୧/୨୦୧୩:-(ବ୍ୟୁରୋ ଓଡିଶା ହାଲଚାଲ) ୧-ବାଜିଲା ମାଟ୍ରିକ୍ ପରୀକ୍ଷା ଘଣ୍ଟି l ଆସନ୍ତା ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା, ୧୭ ତାରିଖ ଯାଏଁ ଚାଲିବ ପରୀକ୍ଷା। ଏ ନେଇ ଓଡିଶା ମାଧ୍ୟମିକ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରମରିବୁ ପଛେ ଛାଡ଼ିବୁ ନାହିଁOdisha HalchalDecember 29, 2022 by Odisha HalchalDecember 29, 2022020 ମାଲକାନଗିରି :-(ରିପୋର୍ଟ :-କ୍ରିଷ୍ଣପଦ ରାୟ)ସୀମାନ୍ତ ଛତିଶଗଡ଼ର କକରେଲ ଠାରେ ନିର୍ମାଣ ହେବକୁ ଯାଉଛି ନୂତନ କକରେଲ ଜଳଭଣ୍ଡାର। ଯାହାକୁ ବିରୋଧ କରି ଆଜି ଶହ, ଶହ ଆଦିବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି।ଛତିଶଗଡ଼ ରେ ପ୍ରସ୍ତାବିତ କକରେଲ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଯୁକ୍ତ ତିନି କଲେଜରୁ ଅଲଗା ହେବ ଯୁକ୍ତଦୁଇ ଶ୍ରେଣୀOdisha HalchalDecember 22, 2022 by Odisha HalchalDecember 22, 2022017 ଗଣଶିକ୍ଷା ବିଭାଗ ଅଧିନରେ ଥିବା ମାଧ୍ୟମିକ ସ୍କୁଲମାନଙ୍କରେ ଥିବା ଖାଲି ପଦ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି । ସେହିପରି ଯୁକ୍ତଦୁଇ କଲେଜମାନଙ୍କରେ ମଧ୍ୟ ନିଯୁକ୍ତି ନେଇ ଓଡ଼ିଶା ଲୋକ ସେବା ଆୟୋଗ...
ଓଡ଼ିଶା ଖବରକୋରନାନ୍ୟୁଜ୍ବିଶେଷ ଖବରପୁଣି ଥରେ ମହାମାରୀ କୋରନାର ପ୍ରକୋପOdisha HalchalDecember 22, 2022 by Odisha HalchalDecember 22, 2022024 ପୁଣି ଥରେ ମହାମାରୀ କୋରନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାର ଲାଗିଛି । ଫଳରେ ଗତ ୨୪ ଘଣ୍ଟାରେ ୫.୩୭ ଲକ୍ଷ ଲୋକ ନୂଆ ସଂକ୍ରମିତ ହୋଇଛନ୍ତି । ଯେଉଁଥିରେ ଭାରତ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଓଡିଶାରୁ ଛତିଶଗଡରେ ମିଶିବେ ଜାମଲିପଡ଼ା ଗ୍ରାମବାସୀOdisha HalchalDecember 21, 2022 by Odisha HalchalDecember 21, 2022022 ନବରଙ୍ଗପୁର:-(ରିପୋର୍ଟ :-ପ୍ରଶାନ୍ତ କୁମାର ସାହୁ) ଚନ୍ଦାହାଣ୍ଡି ବ୍ଲକ ର ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତ ର ଜାମଲିପଡ଼ା ଗ୍ରାମବାସୀ ଓଡିଶା ରେ ନ ରହି ଛତିଶଗଡ଼ ରାଜ୍ୟ ରେ ମିଶିବା ପାଇଁ ଚାହିଁ ଛନ୍ତି। ସେମାନଙ୍କୁ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଭୁଶୁଡ଼ିଛି ଲାଲ ଗଡ଼Odisha HalchalDecember 20, 2022 by Odisha HalchalDecember 20, 2022025 ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳ, ଦିନେ ମାଓବାଦୀଙ୍କ ଗଡ଼ ବୋଲି ଜାଣୁଥିଲେ ଲୋକେ, ଯିଏ କେହି ଏ ଅଞ୍ଚଳର କଥା ଶୁଣିବା ମାତ୍ରେ ଭୟଭୀତ ହୋଇ ପଢ଼ୁଥିଲେ। ଆଗକାର ସ୍ଥିତି ଓ ଏବେର ସ୍ଥିତି...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରWEO ପରୀକ୍ଷା ରୁ ବଂଚିତ ଉପାନ୍ତ ଜିଲ୍ଲାର ପିଲା, ଗଣମାଧ୍ୟମ କୁ ଠେଲାପେଲାOdisha HalchalDecember 17, 2022 by Odisha HalchalDecember 17, 2022022 ନବରଙ୍ଗପୁର:-ଆଜି ossc ତରଫରୁ ରାଜ୍ୟ ର ବିଭିନ କେନ୍ଦ୍ର ରେ weo ପରୀକ୍ଷା ଅନୁଷ୍ଠିତ ହେଉଛି l ଏହି ପରିପ୍ରେକ୍ଷୀ ରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରୁ 4 କିମି ଦୂର ରେ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଅଚିହ୍ନା ପୋକର ଆତଙ୍କOdisha HalchalDecember 14, 2022 by Odisha HalchalDecember 14, 2022020 ବରଗଛରେ ଅଚିହ୍ନା ପୋକ। ପୋକ ଗୁଡିକ ଦେଖିବାକୁ ଷଅଁବାଳୁଆ ପରି ପୋକ। ଦେହରେ ଲାଗିଲେ ଦେହ କୁଣ୍ଡେଇ ହେବା ସହିତ ଫଳିଯାଉଥିବା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବଜାର...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି -ସୁପ୍ରିମକୋର୍ଟOdisha HalchalDecember 14, 2022 by Odisha HalchalDecember 14, 2022019 ସମ୍ବଲପୁର ଓକିଲ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପୋଲିସ ଡିଜି ସୁନୀଲ ବଂଶଲ ଓ...