ଓଡ଼ିଶା ଖବରନ୍ୟୁଜ୍

ବାଲେଶ୍ୱର AAP ର ବଢୁଛି ଶକ୍ତି!

ବାଲେଶ୍ୱର AAP ର ବଢୁଛି ଶକ୍ତି!

ବାଲେଶ୍ୱର:-ରାଜ୍ୟ ରେ ଥିବା ବିଭିନ୍ନ ଜିଲ୍ଲା ମଧ୍ୟ ରୁ ବାଲେଶ୍ୱର ଜିଲ୍ଲା ର ରାଜନୈତିକ ସମୀକରଣ ଟିକେ ଅଲଗା ରହିଥାଏ,କାରଣ ବାଲେଶ୍ୱର ଭୋଟ ସବୁବେଳେ ସଚେତନ ରୁହନ୍ତି। ହେଲେ ଏହି ଜିଲ୍ଲା ର ପ୍ରମୁଖ ୩ ରାଜନୈତିକ ଦଳ କଂଗ୍ରେସ ବିଜେଡି ବିଜେପି ପରେ ଏବେ ନିର୍ବାଚନ ନିର୍ବାଚନ ମୟିଦାନ କୁ ଏବେ ଆପ ଓଲ୍ହାଇଛି ।

ବାଲେଶ୍ୱର ଜିଲ୍ଲା ବିଭିନ୍ନ ବ୍ଲକ ରେ ସଂଗଠନ କୁ ଦୃଢ କରୁଛି ଦଳ  ଭୋଗରାଇ, ଜଳେଶ୍ୱର, ବସ୍ତା, ରେମୁଣା, ସଦର, ନୀଳଗିରି, ସୋର ବ୍ଲକ ରେ ଏବଂ ଦଳ ବିସ୍ତାର କରିବାରେ ଲାଗିଛି ।ଏପଟେ ବାଲେଶ୍ୱର ଜିଲ୍ଲା ଆବାହକ ସ୍ବର୍ଣ୍ଣ ଭାରତ ମଲ୍ଲକ ନେତୃତ୍ୱ ରେ ଏବେ ଦଳ ଗ୍ରାମାଞ୍ଚଳ ରେ ମଧ୍ୟ ଶକ୍ତି ବୃଦ୍ଧି କଲାଣି କେଜ୍ରିୱାଲ ଙ୍କ ଆମ ଆଦମୀ ପାଟି ଦିଲ୍ଲୀ ଏବଂ ପଞ୍ଜାବ ଗୁଜରାଟ ର ସଫଳତା ପାଇବା ପରେ ଏବେ ଓଡିଶା ଉପରେ ନଜର ରହିଛି ଏବଂ ସେଥିପାଇଁ ଓଡିଶା ଆବାହକ ନିଶିକାନ୍ତ ମହାପାତ୍ର ଙ୍କ ନିର୍ଦେଶ ରେ ଏବେ ସାରା ରାଜ୍ୟ ରେ ଆପ ତାର ଦଳ କୁ ସଂଗଠିତ କରିବାରେ ଲାଗିଛି।ଏବଂ ଏହା ବାଲେଶ୍ୱର ରେ ମଧ୍ୟ ଶକ୍ତି ପଦର୍ଶନ କରୁଛି।

ଆପ ଗ୍ରାମାଞ୍ଚଳ ଦଳ କୁ ସଂଗଠିତ କରିବା ପାଇଁ ଦଳ ଲକ୍ଷ୍ୟ କରିଛି ଏବଂ 2024 ପାଇଁ ଦଳ ଭଲ ପଦର୍ଶନ କରିବ ବୋଲି ଆଶା ମଧ୍ୟ ରଖିଛି। ସ୍ବର୍ଣ୍ଣ ଭାରତ ମଲ୍ଲିକ ଙ୍କ ନେତୃତ୍ୱ ରେ ଏବେ ଦଳ ସମଗ୍ର ଜିଲ୍ଲା ରେ ବିସ୍ତାର କରୁଛି ବୋଲି ବିଭିନ୍ନ ରାଜନୀତି ମୋହଲ ରେ ଚର୍ଚ୍ଚା ହେଉଛି।

Related posts

କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

Odisha Halchal

ଅଗ୍ନିକାଣ୍ଡରେ ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ଓ ଆସବାପତ୍ର ନଷ୍ଟ

Odisha Halchal

କ୍ୟାଟ୍‌ଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କଲେ ବିକି, ପ୍ରେଗନେନ୍ସିକୁ ନେଇ ଉଠିଲା ଚର୍ଚ୍ଚା

Odisha Halchal

Leave a Comment