ଓଡ଼ିଶା ଖବରନ୍ୟୁଜ୍

ସିକୁଆଁ ରେ ନାମଯଜ୍ଞ ପାଇଁ ଶୁଭ ସ୍ଥଂଭ ସ୍ଥାପନ

ସିକୁଆଁ ରେ ନାମଯଜ୍ଞ ପାଇଁ ଶୁଭ ସ୍ଥଂଭ ସ୍ଥାପନ

ବଲାଙ୍ଗୀର:-(ରିପୋର୍ଟ :-ସୁନ୍ଦର ସାହୁ )ଦେଓଗାଁ ବ୍ଲକ ଅନ୍ତର୍ଗତ ସିକୁଆଁ ର ପବିତ୍ର ତଥା ପ୍ରସିଦ୍ଧ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ମହାଶିବରାତ୍ରୀ ଉପଲକ୍ଷେ ହେବାକୁ ଥିବା ଚବିଶ ପ୍ରହାର ନାମଯଜ୍ଞ ପାଇଁ ସୋମବାର ଶୁଭସ୍ଥମ୍ଭ ସ୍ଥାପନ କରାଯାଇଥିଲା l

ବିଜୟ ରଣା ଓ ତାଙ୍କ ଧର୍ମ ପତ୍ନୀ ରତ୍ନୀ ରଣା କର୍ତ୍ତା ଓ ଜୟରାମ ଥନାପତି ପୂଜକ ଭାବେ କାର୍ଯ୍ୟ ତୁଲାଇବେ l ପ୍ରହରୀ ପରିଚାଲନା କମିଟି ର ସଭାପତି ଡିଜନ ସାମଲ, ସମ୍ପାଦକ ଘନ ସାହୁ ଙ୍କ ସମେତ ବିକ୍ରମ ସାମଲ, ହରିଶ ବାରିକ, ପ୍ରଦୀପ ପଧାନ, ପ୍ରତାପ ତମଲିଆ, ସୁରେଶ ସାହୁ, ଶମ୍ଭୁ ସାହୁ, ବିରେନ ପାତ୍ର, ବୁଚା ପଧାନ ପ୍ରମୁଖ ଉପସ୍ଥିତ ଥିଲେ l

ସିକୁଆଁ ଗ୍ରାମବାସୀଙ୍କ ମଧ୍ୟ ପୁର୍ଣ ସହଯୋଗ ଥିଲା l ତେବେ ଏହି ମହାଶିବରାତ୍ରୀ ରେ ବିଶେଷ ଆକର୍ଷଣ ମିନାବଜାର ବ୍ୟବସ୍ଥା ହୋଇଛି ବୋଲି ସଭାପତି ଡିଜନ ସାମଲ ସୂଚନା ଦେଇଛନ୍ତି l

Related posts

ଅବସର ନେଲେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

Odisha Halchal

O.U.J ସଭାପତି ପ୍ରସନ୍ନ ମହାନ୍ତିଙ୍କ ସହିତ N.D.U.J ସାମ୍ବାଦିକଙ୍କ ଏକ ସାଧାରଣ ବୈଠକ

Odisha Halchal

ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ଦାବି

Odisha Halchal

Leave a Comment