ଓଡ଼ିଶା ଖବରନ୍ୟୁଜ୍

ସିକୁଆଁ ରେ ନାମଯଜ୍ଞ ପାଇଁ ଶୁଭ ସ୍ଥଂଭ ସ୍ଥାପନ

ସିକୁଆଁ ରେ ନାମଯଜ୍ଞ ପାଇଁ ଶୁଭ ସ୍ଥଂଭ ସ୍ଥାପନ

ବଲାଙ୍ଗୀର:-(ରିପୋର୍ଟ :-ସୁନ୍ଦର ସାହୁ )ଦେଓଗାଁ ବ୍ଲକ ଅନ୍ତର୍ଗତ ସିକୁଆଁ ର ପବିତ୍ର ତଥା ପ୍ରସିଦ୍ଧ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ମହାଶିବରାତ୍ରୀ ଉପଲକ୍ଷେ ହେବାକୁ ଥିବା ଚବିଶ ପ୍ରହାର ନାମଯଜ୍ଞ ପାଇଁ ସୋମବାର ଶୁଭସ୍ଥମ୍ଭ ସ୍ଥାପନ କରାଯାଇଥିଲା l

ବିଜୟ ରଣା ଓ ତାଙ୍କ ଧର୍ମ ପତ୍ନୀ ରତ୍ନୀ ରଣା କର୍ତ୍ତା ଓ ଜୟରାମ ଥନାପତି ପୂଜକ ଭାବେ କାର୍ଯ୍ୟ ତୁଲାଇବେ l ପ୍ରହରୀ ପରିଚାଲନା କମିଟି ର ସଭାପତି ଡିଜନ ସାମଲ, ସମ୍ପାଦକ ଘନ ସାହୁ ଙ୍କ ସମେତ ବିକ୍ରମ ସାମଲ, ହରିଶ ବାରିକ, ପ୍ରଦୀପ ପଧାନ, ପ୍ରତାପ ତମଲିଆ, ସୁରେଶ ସାହୁ, ଶମ୍ଭୁ ସାହୁ, ବିରେନ ପାତ୍ର, ବୁଚା ପଧାନ ପ୍ରମୁଖ ଉପସ୍ଥିତ ଥିଲେ l

ସିକୁଆଁ ଗ୍ରାମବାସୀଙ୍କ ମଧ୍ୟ ପୁର୍ଣ ସହଯୋଗ ଥିଲା l ତେବେ ଏହି ମହାଶିବରାତ୍ରୀ ରେ ବିଶେଷ ଆକର୍ଷଣ ମିନାବଜାର ବ୍ୟବସ୍ଥା ହୋଇଛି ବୋଲି ସଭାପତି ଡିଜନ ସାମଲ ସୂଚନା ଦେଇଛନ୍ତି l

Related posts

ବିବାହ ବାର୍ଷିକୀରେ ବିଗ୍‌ ବି ସେୟାର କଲେ ପୁରୁଣା ଦିନର ଫଟୋ

Odisha Halchal

ଆସନ୍ତୁ ବୁଲିଯିବା ଗୁଞ୍ଜିୱାଡା ଜଳପ୍ରପାତ

Odisha Halchal

ଫ୍ରି ଫାୟାର ଗେମ ଖେଳକୁ ନେଇ ହତ୍ୟା

Odisha Halchal

Leave a Comment