ଦେଶ ବିଦେଶନ୍ୟୁଜ୍

ଆଉ ନାହାନ୍ତି ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ୮୨ ବର୍ଷ ବୟସରେ ଆଖି ବୁଜିଲେ

ଆଉ ନାହାନ୍ତି ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ୮୨ ବର୍ଷ ବୟସରେ ଆଖି ବୁଜିଲେ

ଆଉ ନାହାନ୍ତି ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ, ୮୨ ବର୍ଷ ବୟସରେ ଆଖି ବୁଜିଲେସମାଜବାଦୀ ପାର୍ଟି ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି ।

୮୨ ବର୍ଷ ବୟସରେ ଗୁରୁଗ୍ରାମ ମେଦାନ୍ତା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।ମୁଲାୟମ ସିଂ ଗତ କିଛି ଦିନ ହେବ ଏକାଧିକ ଶାରୀରିକ ଅସୁସ୍ଥତା ଦେଇ ଗତି କରୁଥିଲେ ।

ୟୁରିନ୍ ସଙ୍କ୍ରମଣ ସାଙ୍ଗକୁ ବ୍ଲଡ ପ୍ରେସର, ଓ ଶ୍ୱାସ ଜନିତ ସମସ୍ୟାରେ ପୀଡିତ ଥିଲେ । ତେଣୁ ତାଙ୍କୁ ଆକ୍ଟୋବର ୨ ତାରିଖରୁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା ।

Related posts

ନାଏବ ସରପଞ୍ଚ ନିର୍ବାଚନକୁ ନେଇ ହିଂସା, ୪ ୱାର୍ଡମେମ୍ବରଙ୍କୁ ଅପହରଣ ଅଭିଯୋଗ

Odisha Halchal

ଶବ କୁ କାନ୍ଧ ଦେଲେନି ଗ୍ରାମବାସୀ

Odisha Halchal

ମିଶନ ଶକ୍ତି ମହିଳାଙ୍କ ଉନ୍ନତି ନା ରେ ହାରିଲୁଟ

Odisha Halchal

Leave a Comment