ଅପରାଧଓଡ଼ିଶା ଖବରନ୍ୟୁଜ୍

ଅଭିଯୁକ୍ତ ଯୁବକର ହାଜତରେ ମୃତ୍ୟୁ

ଅଭିଯୁକ୍ତ ଯୁବକର ହାଜତରେ ମୃତ୍ୟୁ

ଅଭିଯୁକ୍ତ ଯୁବକର ହାଜତ ମୃତ୍ୟୁ ଘଟଣାରେ ମାହାଙ୍ଗା ଥାନାରେ ଜଣାଇଲେ ମୃତକର ଘରଲୋକେ। ଯାଜପୁର ଜିଲ୍ଲା ବଡଣା ଥାନାରେ ଦୁଇଦିନ ପୂର୍ବରୁ ଏକ ପ୍ରେମ ବ୍ୟାପାର ଘଟଣା ନେଇ ଯୁବତୀଙ୍କ ଅଭିଯୋଗ କ୍ରମେ ମାହାଙ୍ଗା ଥାନା ସିନ୍ଧୁପୁର ଗାଁର ଯୁବକ ଈଶ୍ୱର ସେଠୀଙ୍କୁ ମାହାଙ୍ଗା ଓ ବଡଚଣା ପୋଲିସ ମିଳିତ ଭାବେ ରାତି ଅଧିଆ ତା ଘରୁ ଉଠାଇ ନେଇଥିଲେ।

ତେବେ ଗତକାଲି ରାତିରେ ସେ ବଡଚଣା ଥାନା ହାଜତରେ କୌଣସି କାରଣରୁ ମରି ଯାଇଥିବା ମୃତକର ପରିବାରକୁ ପୋଲିସ ଜଣାଇଥିଲେ। ପୋଲିସ ତାକୁ ବାଡେଇ ବାଡେଇ ମାରିଦେଇଥିବ ମୃତକର ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଆଜି ଏନେଇ ମୃତକର ପରିବାର ଲୋକେ ଓ ସାଇ ପଡିସା ମାହାଙ୍ଗା ଥାନାକୁ ଆସି ଏ ବିଷୟରେ ଜଣାଇବାକୁ ଆସିଥିଲେ। ସେମାନେଏହାର ସତ୍ୟାସତ୍ୟ ତଦନ୍ତ ଦାବି କରିଛନ୍ତି।

Related posts

ଆଶ୍ରମ ବିଦ୍ୟାଳୟ ଛାତ୍ର ମୃତ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଅବହେଳା ଉପରେ ଉଠିଛି ପ୍ରଶ୍ନ

Odisha Halchal

ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବ ରାଜ୍ୟ

Odisha Halchal

ରାସ୍ତାରେ ଠିଆ ହୋଇଥିଲେ ଯୁବତୀ, ଚୋଟ ମାରିଲେ ଦୁର୍ବୃତ୍ତ

Odisha Halchal

Leave a Comment