ଅପରାଧଓଡ଼ିଶା ଖବରନ୍ୟୁଜ୍

ଖେଳକୁ ନେଇ କଲେଜ ପରିସରରେ ମହାଭାରତ

ଖେଳକୁ ନେଇ କଲେଜ ପରିସରରେ ମହାଭାରତ

ଭୁବନେଶ୍ୱର(ବ୍ୟୁରୋ ଓଡିଶା ହାଲଚାଲ) :-ବିଜେବି କଲେଜରେ ଗୋଷ୍ଠି ସଂଘର୍ଷ । ପ୍ରାୟ ୧୫ ଜଣ ଅଣଛାତ୍ର ୩ ଜଣ ଛାତ୍ରଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ୩ ଜଣ ଛାତ୍ର ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଗୁରୁତର ଛାତ୍ର ଆମ୍ବେଦକର ହଷ୍ଟେଲର ବୋଲି ଜଣାପଡିଛି । ବଡଗଡ ପୋଲିସ ଏହି ମାମଲାର ତନ୍ତଦ ଆରମ୍ଭ କରିଛି ।ସୂଚନା ଅନୁଯାୟୀ କ୍ରିକେଟ ଖେଳକୁ ନେଇ କଲେଜ ପରିସରରେ ମହାଭାରତ ।

ଛାତ୍ରମାନେ ସକାଳୁ କ୍ରିକେଟ ଖେଳୁଥିବା ସମୟରେ କିଛି ଅଣ ଛାତ୍ର ଖେଳିବାକୁ କହିଥିଲେ ଯାହାକୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳ ହେଇଥିଲା ଶେଷରେ ୧୫ ଜଣ ଅଣଛାତ୍ର ୩ ଜଣ ଛାତ୍ରଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ ।ସେପଟେ ଏହି ଘଟଣାରେ ୪ ରୁ ୫ ଜଣ ଛାତ୍ରଙ୍କୁ ଅଟକ ରଖିଛି ପୋଲିସ ।

Related posts

ପୁରୁଷ ବନ୍ଧୁଙ୍କ ସହ ନଜର ଆସିଲେ ନିଖୋଜ ଇଞ୍ଜିନୟରିଂ କଲେଜର ଛାତ୍ରୀ

Odisha Halchal

କପିଳ ଦେବଙ୍କ ୪୦ ବର୍ଷର ଏହି ରେକର୍ଡ ଭାଙ୍ଗିଲେ ଜସପ୍ରୀତ ବୁମରା

Odisha Halchal

ରଣବୀରଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଲେ ଅମାଣ୍ଡା ସୈର୍ନି

Odisha Halchal

Leave a Comment