ଅପରାଧଓଡ଼ିଶା ଖବରନ୍ୟୁଜ୍

ଯୁବତୀଙ୍କ ହାଇ ଭୋଲ୍ଟେଜ ଡ୍ରାମା

ଯୁବତୀଙ୍କ ହାଇ ଭୋଲ୍ଟେଜ ଡ୍ରାମା

ଭୁବନେଶ୍ୱର(ବ୍ୟୁରୋ :ଓଡିଶା ହାଲଚାଲ) :-ଫ୍ଲିଲ୍ମ ହଲ ସାମ୍ନାରେ ଯୁବତୀଙ୍କ ହଙ୍ଗାମା ।କାର ବେନେଟ ଉପରେ ବସି ଯୁବତୀ କଲେ ହାଇ ଭୋଲ୍ଟେଜ ଡ୍ରାମା ।

ସୂଚନା ଅନୁଯାୟୀ କାର ପାର୍କିଙ୍ଗକୁ ନେଇ ଯୁବକ ଯୁବତୀ ମଧ୍ୟରେ ତୁମୁଳକାଣ୍ଡ ହୋଇଥିଲା ଯାହାକୁ ଲୋକେ ଦେଖି ଆଶ୍ଚର୍ଯ୍ୟ ।କାରକୁ ଅଟକାଇବା ପାଇଁ କାର ବେନେଟ ଉପରେ ବସି ପଡି ଆରମ୍ଭ କଲେ ହଙ୍ଗାମା ।

ଏହିପରି ଘଟଣା ମହାନଗର ସ୍ଥିତ ମହାରାଜା ଫ୍ଲିଲ୍ମ ହଲ ସାମ୍ନାରେ ଦେଖିବାକୁ ମିଳିଛି ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Related posts

ରାସ୍ତା ନ ଥିବାରୁ ଉଜୁଡ଼ିଗଲା ସଂସାର

Odisha Halchal

ରଙ୍ଗ ମାଟି ନେଲା ଜଣ ଙ୍କ ଜୀବନ

Odisha Halchal

ଖଜୁରୀ ରସ କୁ ନେଇ ମହାଭାରତ

Odisha Halchal

Leave a Comment