ଅପରାଧଓଡ଼ିଶା ଖବରନ୍ୟୁଜ୍

ମନ୍ଦିର ପର୍ବତ ପାର୍ଶ୍ଵରେ ଏକ ଅଜଣା ଅର୍ଦ୍ଧ ଦଗ୍ଧ ମୃତଦେହ

ମନ୍ଦିର ପର୍ବତ ପାର୍ଶ୍ଵରେ ଏକ ଅଜଣା ଅର୍ଦ୍ଧ ଦଗ୍ଧ ମୃତଦେହ

ମାଲକାନଗିରି(ଜି:ପ୍ର ):-ଜିଲ୍ଲା ସଦରମହକୁମା ମଲ୍ଲିକେଶ୍ବର ମନ୍ଦିର ପର୍ବତ ପାର୍ଶ୍ଵରେ, ଏକ ଅଜଣା ଅର୍ଦ୍ଧ ଦଗ୍ଧ ମୃତଦେହ ପଡ଼ି ରହିଥିବା ପୋଲିସକୁ ଖବର ମିଳିଥିଲା।

ଘଟଣା ସ୍ଥଳରେ ବିଳମ୍ବତ ରାତିରେ ପୋଲିସ ର ଏକ ଟିମ୍ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ଙ୍କ ନେତୃତ୍ୱରେ ପହିଞ୍ଚିଥିଲେ। ପରେ ପୋଲିସ ପକ୍ଷରୁ ଘଟଣାର ଛାନବିନ ଜାରି ରଖିଥିଲେ ସୁଧା ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ।

ଆଜି ସାଇନ୍ଟିଫିକ ଟିମ୍ ଓ ପୋଲିସ ସନ୍ଧାନୀ କୁକୁର ସହିତ। ଘଟଣାସ୍ଥଳରେ ପହଂଚି। ଶବକୁ ଠାବ କରିଛନ୍ତି। ଏବଂ ଅଧିକ ଖୋଲତାଡ଼ ଜାରି ରଖିଛନ୍ତି। ତେବେ ଏହି ଶବଟି କୈାଣସି ଝିଅ ପିଲାର ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।

Related posts

ନକଲି ବିଦେଶୀ ମଦ କାରଖାନା ଠାବ 

Odisha Halchal

ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ଗର୍ଜିଲେ

Odisha Halchal

କାଳ ବୈଶାଖୀର ତାଣ୍ଡବ

Odisha Halchal

Leave a Comment