ଅପରାଧଓଡ଼ିଶା ଖବରନ୍ୟୁଜ୍

ଶିକ୍ଷକଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି

ଶିକ୍ଷକଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି

କଟକ:-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ )ମଧ୍ୟାହ୍ନଭୋଜନ ଚାଉଳ ଶିକ୍ଷକ ବିକ୍ରିକରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ପଡିଲେ ଧାରା। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଳକ ଜଗୁଳାଇ ସରକାରୀ ଉପ୍ରା ବିଦ୍ୟାଳୟ ମାଣିତ୍ରୀ ।

ସୂଚନାମୁତାବକ ମାଣିତ୍ରୀ ସରକାରୀ ବିଦ୍ୟାଳୟର ଶିକ୍ଷକ ସେକ ସଫିଉଲ୍ଲା ଓ ରଞ୍ଜିତ କିଶୋର ମୁଦୁଲି ଦୁଇ ଜଣ ଶିକ୍ଷକ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ଆଜି ବିକ୍ରି କରୁଥିବାବେଲବ ମାଣିତ୍ରୀ ଗ୍ରାମର ୪ନଂୱାର୍ଡ ସଭ୍ୟ ସେକ ସହିଦ ଦେଖି ଅଟକାଇ ଥିଲେ ସମ୍ପୃକ୍ତ ଚାଉଳ ବେପାରୀକୁ। ପେବାରି ଜଣକ ହେଲେ ମାହାଙ୍ଗା ଥାନା ତ୍ରିବେଣୀସ୍ୱର ଅଂଚଳର କୃଷ୍ଣ ଦତ୍ତ।

ସମ୍ପୃକ୍ତ ଚାଉଳ ବେପାରି ଓ ଶିକ୍ଷକକୁ ଗ୍ରାମବାସୀ ଅଟକ ରଖି ସାଲେପୁର ପୋଲିସକୁ ଖବର ଦେବାପରେ ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଂଚି ଚାଉଳ ବେପାରୀ ସହ ଚାଉଳ କୁ ଥାନା କୁ ଆଣି ତଦନ୍ତ ଆରମ୍ଭ କରିଛି।

Related posts

ମହାକାଳପଡ଼ା ରେ ଜାତୀୟ ପ୍ରେସ୍ ଦିବସ ପାଳିତ

Odisha Halchal

ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌ : ଗୋଟିଏ ବଜ୍ରକାପ୍ତା ଉଦ୍ଧାର

Odisha Halchal

ପୋଲିସ ପକ୍ଷରୁ ଯାନବାହନ ଚେକିଂ କଡାକଡି

Odisha Halchal

Leave a Comment