ଓଡ଼ିଶା ଖବରନ୍ୟୁଜ୍

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କଟକ:-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ )କାହିଁକେଉଁ ଆଡୁ କଳାବାଦଲ ମାଡିଆସିଲା ଜୀବନ ଉପରେ। କ୍ଷଣିକରେ କରିଦେଲା ପଙ୍ଗୁ। ଏଭଳି ଘଟଣା ସମ୍ନାକୁ ଆସିଛି କଟକ ଜିଲ୍ଲା ସାଲେପୁର ବ୍ଳକ ଲଷ୍ମୀନାରାୟଣପୁର ଗ୍ରାମରୁ। ଲଷ୍ମୀନାରାୟଣପୁର ଗାଁର ବାସୁଦେବ ସାହୁ ଦୁର୍ବୁତ୍ତମାନକ ଗୁଳିମାଡ଼ର ଶିକାର ହୋଇ ୨୦୧୬ ମସିହାରୁ ଆଜିଯାଏ ଜୀବନ ସହ ସଂଗ୍ରାମ କରୁଛନ୍ତି। ସେଦିନ ଥାଏ ନିକଟସ୍ଥ ପାଗା ହାଟ। ଆଉ ଏହି ହାଟରେ ସୌଦା କରୁଥିବା ସମୟରେ କିଛି ଦୁର୍ବୁତ୍ତମାନେ ହାଟରୁ ଲୁଟ ଉଦ୍ୟମ କରିବାକୁ ଚେଷ୍ଟା କରୁଥିବାବେଳେ ଗୁଳି ଚାଳନା କରିଥିଲେ lଦୁର୍ଭାଗ୍ୟବଶତଃ ସେହି ବନ୍ଧୁକର ଗୁଳି ବାସୁଦେବଙ୍କ ଦେହର ବେକ ନିକଟରେ ବାଜିଥିଲା ।ସେହିଦିନଠାରୁ ସେ ପଙ୍ଗୁ ହୋଇଯାଇଛନ୍ତି।

କଟକ ବଡ଼ ମେଡିକାଲରେ ଚିକିତ୍ସାହେବା ପରେ ଜୀବନ ସିନା ବଂଚିଗଲା ହେଲେ ବାସୁଦେବ ହୋଇଗଲେ ଚିରଦିନପାଇଁ ପଙ୍ଗୁ। ଶଯ୍ୟାସାୟୀ ହେବା ପରେ ଦେହରେ ହୋଇଗଲାଣୀ ଘା। ତେଲଲୁଣ ସଂସାରରେ ଏବେ ବହୁତ କଷ୍ଟରେ ବଞ୍ଚିବାକୁ ପଡୁଛି ୪ପ୍ରାଣୀଙ୍କ ଜୀବନ। ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ଦେଇ ଗତି କରୁଛି। ବନ୍ଧୁ ବାନ୍ଧବ ସାହି ଭାଇଙ୍କ ସାହାଯ୍ୟସହଯୋଗ ପରେ ବାସୁଦେବ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି। ଏବେ ପ୍ରଶାସନର ସାହାର୍ଯ୍ୟର ଅପେକ୍ଷା।

ଏହେଉଛି କଟକ ଜିଲ୍ଲା ସାଲେପୁର ବ୍ଳକ ଲଷ୍ମୀନାରାୟଣପୁର ଗାଁର ବାସୁଦେବ ସାହୁ । ବଖରାଏ ଘର ଭିତରେ ୪ପ୍ରାଣୀଙ୍କ ସହ ବାସୁଦେବଙ୍କ କଟୁଛି ଖଟିଆ ଉପରେ ଜୀବନ। ୨୦୧୬ମସିହା ସେଦିନ ଥାଏ ପାଗା ହାଟ। ଆଉ ହାଟରେ ସୌଦା କରୁଥିବାବେଳେ ଦୁର୍ବୁତ୍ତମାନେ ହାଟରୁ ଲୁଟ କରୁଥିବାବେଳେ ଦୁର୍ଭାଗ୍ୟବଶତଃ ବାସୁଦେବଙ୍କ ଦେହର ବେକ ନିକଟରେ ବାଜିଥିଲା ବନ୍ଧୁକର ଗୁଳି। ସେହିଦିନଠାରୁ ସେ ପଙ୍ଗୁ ହୋଇଯାଇଛନ୍ତି। କଟକ ବଡ଼ ମେଡିକାଲରେ ଚିକିତ୍ସାହେବା ପରେ ଜୀବନ ସିନା ବଂଚିଗଲା ହେଲେ ବାସୁଦେବ ହୋଇଗଲେ ଚିରଦିନପାଇଁ ପଙ୍ଗୁ। ଶଯ୍ୟାସାୟୀ ହେବା ପରେ ଦେହରେ ହୋଇଗଲାଣୀ ଘା। ତେଲଲୁଣ ସଂସାରରେ ଏବେ ବଞ୍ଚିବାକୁ ପଡୁଛି ୪ପ୍ରାଣୀଙ୍କ ଜୀବନ। ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ଦେଇ ଗତି କରୁଛି। ମୂଳପାତି ସହ ମାଗିଯାଚି ଜୀବନ ବଂଯାଉଛନ୍ତି ବାସୁଦେବଙ୍କ ପତ୍ନୀ।

ଆସବାବପତ୍ର ଗହଣାଗଣ୍ଠି ବିକିଭାଙ୍ଗିବା ପରେ ନିଃସହାୟ ହୋଇପଡିଛନ୍ତି ବାସୁଦେବ ସାହୁ। ଆଉ ଏପଟେ ସାହିଭାଇଙ୍କ ସାହାଯ୍ୟସହଯୋଗ ପରେ ବାସୁଦେବ ସାମଲ ଙ୍କ ଭଙ୍ଗା ଦଦରା ଘରଭିତରେ ଶଯ୍ୟାସାୟୀ ହୋଇ ଖଟିଆ ଉପରେ କାଟୁଛନ୍ତି ଜୀବନ। ପିଲାମାନଙ୍କର ଭାଗ୍ୟଭବିଷ୍ୟତ ଅନ୍ଧକାର ଦେଇ ଗତି କରୁଛି। ବାସୁଦେବଙ୍କ ଅବଶିଷ୍ଟ ଜୀବନ ଓ ତେଲଲୁଣ ସଂସାର ବଞ୍ଚିବାପାଇଁ ସହିଭାଇ ନିବେଦନ କରିଛନ୍ତି।
ଯୋଗାଯୋଗ ଠିକଣା
ଝରଣା ସାହୁ
ସ୍ୱା-ବାସୁଦେବ ସାହୁ
ଲଷ୍ମୀନାରାୟଣପୁର, ମହାଜନପୁର,କଟକ, 754200
ମୋ.ନଂ-9348200147
Bank of india
Bahugram branch,
Ac-512510510002807
Ifsc – BKID0005125

Related posts

ବିଧାନସଭାରେ ମାରପିଟ ୫ ବିଜେପି ବିଧାୟକ ନିଲମ୍ବିତ, କେନ୍ଦ୍ରର ସହଯୋଗ ଲୋଡ଼ିଲା ଦଳ

Odisha Halchal

ଓଃ କି ଗରମ୍…ପାଣିରେ ବୁଡି ଯିବା ଟିକେ

Odisha Halchal

ପଶ୍ଚିମବଙ୍ଗ ଗଂଜେଇ କାରବାର ଲିଙ୍କ,  ଦୁଇ  ଗିରଫ,

Odisha Halchal

Leave a Comment