ଓଡ଼ିଶା ଖବରଖେଳନ୍ୟୁଜ୍

ଆର୍ନ୍ତଜାତୀୟ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେ ଉଦ୍‌ଘାଟିତ

ଆର୍ନ୍ତଜାତୀୟ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେ ଉଦ୍‌ଘାଟିତ

ଭଦ୍ରକ:-(ରିପୋର୍ଟ :-ସୁଦେଶ ପରିଡା )ବନ୍ତ ବ୍ଳକ ଟିଲୋହିତ ହନୁମାନ ଜୀଉ ମିନି ଷ୍ଟାଡିୟମ ଠାରେ ଟିଲୋ ଆଥଲେଟ୍ରିକ ଆସୋସିଏସନ ଆନୁକୂଲ୍ୟରେ ୨୮ତମ ଆନ୍ତଜାତୀୟ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣାମେଣ୍ଟ ଟିଲୋ କପ୍ ଉଦ୍‌ଘାଟିତ l ଗୀତା ଇଂଜିନୟରିଂ କଲେଜର ଅଧ୍ୟକ୍ଷ ଡଃ ମନ୍ମଥ କୁମାର ରାଉଳଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ରାଜ୍ୟ ସଭା ସାଂସଦ ସୁଲତା ଦେଓ, ।

ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଅତିରିକ୍ତ ଜିଲାପାଳ କା କନାଥ ମଣ୍ଡଳ, ଚୂର୍କ ଅଧ୍ୟକ୍ଷ ମନୋରଂଜନ ଘଡେଇ, ମେଗା ବେହେରା, ବିଡିଓ ପ୍ରଦୀପ କୁମାର ସେଠୀ, ଆସୋସିଏସନର ସଭାପତି ଇଂ ଲକି ମାଷ୍ଟର ସ୍ୱାଇଁ , ବୃକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ବାଇଁ, ସଭାନେତ୍ରୀ ନିହାରିକା ରାଉତ, ସରପଞ୍ଚ ଧଳ ଅତିଥି ଭାବେ ଯୋଗଦେଇଥିଲେ । ଉଦଘାଟନୀ ମ୍ୟାଚ୍ ଭି.ଟି.ସି.ଏ ନାଗପୁର ଓ ମାନିଗାଭ ରାୟପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଭି.ବି.ସି.ଏ ନାଗପୁର ଟସ କିତି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ କରିଦେଟ ହରାଇ ୧୨୦ ରନ ସଂଗ୍ରହ କରିଥିଲା । ଦଳ ପକ୍ଷର ଦିନେସ୍ କୁମାର ସର୍ବାଧିକ ୨୬ ବଳଚ୍ ୨୩ ରନ, ଆଲୋକ ସାହୁ ୨୦ ବଳରୁ ୧୦ ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷର ବୋଲର ଅଭିଷେକ ୪ ଓଭରରେ ୧୩ ରନ ଦେଇ ୨ ଉଇକେଟ ନେଇଥିଲେ । ଜବାବରେ ମାନିଗ୍ରୀଡ଼ ରାୟପୁର ସମସ୍ତ ଉଇକେଟ ହରାଇ ୮୮ ରନ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ରାହୁଳ ଭଗତ ୩୫ ବଲରୁ ୩୬ ରନ୍‌ କରିଥିଲେ । ଫଳରେ ଭି.ଟି.ସି.ଏ ନାଗପୁର ୨୮ ରନରେ ବିଜୟୀ ହୋଇଥିଲା । ମ୍ୟାନ ଅଫ ଦି ମ୍ୟାଚ ଭାବେ ଜିଆଉର ହବ ବିବେଚିତ ହୋଇଥିଲେ ।

ଅମ୍ପାୟର ଭାବେ କଳାଟ କେଶରୀ ନନ୍ଦା, ବ୍ୟଂଜନ ମହାଟ, ମ୍ୟାଚ ରେଫରୀ ଭାବେ ଅଶୋକ କୁମାର ଜେନା, ପରେଇ, ଆକାରର୍ଜନ ଦାୟୀତ୍ ସ୍ଲାଇଁ, ଧାରାବାହିକ ଅଭିନେତ୍ରୀ ଦେବସ୍ମିତା ପଣ୍ଡା, ପୂର୍ବତନ ବିଧାୟକୁ ପ ଜିଲା ମହିଳା ବିଜେଡି ସଭାନେତ୍ରୀ ବିଦ୍ୟୁତଲତା ନାୟକ, ରହ ମହିଳା ବିଜେଡି ସଂଗ୍ରାମ କେଶରୀ ଜେନା, ବନ୍ତ ସମିତି ସଭ୍ୟ ପରମେଶ୍ବର ବାରିକ, ସ୍କୋରର ଭାବେ ନିରଂଜନ ଘୋଷ, ହରିଶ ମୁ, ଭାଷ୍ୟଜାବୀ ଭାବେ ଦକା ଅମରଗଡ ସାଇ, ରମାଦାନ୍ତ ପାଣିଗ୍ରାହୀ,ଜୁଲାଇଥିଲେ । ଆଥଲେଟିକ୍ ଆସୋସିଏସନର ଉପସଭାପତି ଅଜିତ ପ୍ରକାଶ ପାଇଁ, ପର୍ଶୁରାମ ସ୍ୱାଇଁ, ସୁବ୍ରତ ପୃଷ୍ଟି, ସଅନ୍ତି ନା ଜେନା, କୃଷ୍ଣ। ପ୍ରେମାନନ୍ଦ ବିକ୍ରମି, ମାଳୟ ପ୍ରଦାଶ, ମନୋକ ଚନ୍ଦ୍ର ସାହୁ, ଅରୁଣ ଧନ, ସୂଚୀହୁତ ଆନ୍ଦନା ସହ ଆପଡାମାନରେ ମାତ୍ର ମନିୟନ ସୋଟିଂ ପକ୍ଷରୁ ସୂଚନା ଦିଆଯାଇଛି l

Related posts

ଅଦିନିଆ ବର୍ଷାରେ ରାସ୍ତା ଶୋଚନୀୟ

Odisha Halchal

କିନ୍ନରଙ୍କ ସହ ପ୍ରେମ

Odisha Halchal

ଜନ୍ମଦାତା ସାଜିଲା ସୈତାନ, ୩ ଛୁଆଙ୍କୁ କୂଅକୁ ଫିଙ୍ଗି କଲା ହତ୍ୟା

Odisha Halchal

Leave a Comment