ଅପରାଧଓଡ଼ିଶା ଖବରନ୍ୟୁଜ୍

ପାଞ୍ଚଶହ ଟଙ୍କା ଦେଲେ ଜମିମାପ

ପାଞ୍ଚଶହ ଟଙ୍କା ଦେଲେ ଜମିମାପ

ବୌଦ୍ଧ :-(ବ୍ୟୁରୋ ଓଡିଶା ହାଲଚାଲ)ପାଞ୍ଚଶହ ଟଙ୍କା ଦେଲେ ଜମିମାପ ହେବ ନ ହେଲେ ନାହିଁ ।RI ଲାଞ୍ଚ ନେଉଥିବା ଅଭିଯୋଗ ଆଣିଲେ ମହିଳା ପୁର ବାବୁଙ୍କ ମାଧ୍ୟମରେ RI କରୁଛନ୍ତି ଟଙ୍କା କାରବାର ଟଙ୍କା ନ ହେଲେ ନା ହେଉଛି ଜମିମାପ୍ ନା ଫେରାଉଚନ୍ତି ନେଇଥିବା ଟଙ୍କା ।

ହଁ ଆଜ୍ଞା ଏ କଥା ଆମେ କହୁନୁ ଲୋକେ ଅଭିଯୋଗ କରିଛନ୍ତି ଏ ଘଟଣା ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ଘଣ୍ଟାପଡା ଗ୍ରାମ ପଂଚାୟତ ର ରେକଡୋଳ ଗ୍ରାମ ଏହି ଗ୍ରାମରେ ଜମିହୀନ ମାନଙ୍କୁ ସରକାର ଜମି ଯୋଗାଇ ଦେଇଛନ୍ତି ସରକାର ହେଲେ କିଛି ଦଲାଲ ସହ ମିଶି RI ସାଧାରଣ ଲୋକଙ୍କ ଠାରୁ ଲାଞ୍ଚ ମଗୁଥିବା କିଛି ଗ୍ରାମବାସୀଙ୍କ ଅଭିଯୋଗ ।ଆହୁରି ମଧ୍ୟ କହିଛନ୍ତି ଯିଏ ଲାଞ୍ଚ ଦେଲେ ତାର ମାପ ହେଲା ଯିଏ ନ ଦେଲା ତାର ମାପ ହେବ ନାହିଁ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ମହିଳା। ଶୁଣନ୍ତୁ କଣ କହୁଛନ୍ତି ମହିଳା ।

ଶୁଣିଲେ ତ ଆଜ୍ଞା ଏନେଇ ଗଣମାଧ୍ୟମ ର ପ୍ରତିନିଧି ମାନେ ଘଣ୍ଟାପଡ଼ା RI ଙ୍କୁ ଏ ବାବଦରେ ପଚାରି ଥିଲେ ହେଲେ RI
ମହାଶୟ ସାଧାସିଧା କହିଲେ ମୁଁ କୌଣସି ଟଙ୍କା କାହାକୁ ମାଗି ନାହିଁ ।ଶୁଣନ୍ତୁ କଣ କହୁଛନ୍ତି RI ବାବୁ।ଶୁଣିଲେ ତ ଆଜ୍ଞା ଯଦି କିଏ ମାଗିଥିବା ମୁଁ କହିପାରିବି ନାହିଁ ବୋଲି କହିଛନ୍ତି RI ।ଏନେଇ ପୁର ବାବୁ କଣ କହୁଛତୀ ଶୁଣନ୍ତୁ ।ତେବେ ଏଠାରେ ପ୍ରଶ୍ନ ଉଠୁଛି, ଟଙ୍କା ମାଗିଲା କିଏ ?ହେବ କି ଉଚ୍ଚସ୍ତରୀୟ ତଦନ୍ତ ?ଦେଖିବାକୁ ବାକି ରହିଲା ତଦନ୍ତ ହୋଇ ଦୋଷୀ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଟାନ ନିଆଯାଉଛି

Related posts

ବଜ୍ରାଘାତରେ ୨ ମୃତ ୩ ଗୁରୁତର

Odisha Halchal

ବେଦାନ୍ତର ସ୍ଵତନ୍ତ୍ର ଗ୍ରାମସଭାକୁ ଲୋକଙ୍କ ବିରୋଧ

Odisha Halchal

ନାବାଳିକାକୁ ଦୁଇ ଭାଇ ମିଶି ରେପ୍‌

Odisha Halchal

Leave a Comment