ଅପରାଧଓଡ଼ିଶା ଖବରନ୍ୟୁଜ୍

ନିଶାଖୋର ପ୍ରଧାନ ଶିକ୍ଷକଙ୍କ କାର୍ନାମା

ନିଶାଖୋର ପ୍ରଧାନ ଶିକ୍ଷକଙ୍କ କାର୍ନାମା

ଭଗବାନ ଠାରୁ ଭି ଉଚ୍ଚରେ ଯାହାକୁ ରଖାଯାଏ ସେ ହେଉଛନ୍ତି ଗୁରୁ…ହେଲେ ଗୁରୁ ଯଦି ଏପରି ମଦପିଇକି ମାତଳ ହେବ ସ୍କୁଲ ଭିତରେ ତାହାହେଲେ ଛୁଆମାନେ ଶିଖିବେ ଆଉ କଣ ପାଠ ଆଉ ପଢିବେ କେମିତି.. ସୋସିଆଲ ମିଡ଼ିଆ ରେ ଆପଣ ମାନେ ଶିକ୍ଷକ ମାନଙ୍କର ମଦପିବାର ଅନେକ ଭାଇରଲ ଭିଡ଼ିଓ ଦେଖଥିବେ ହେଲେ ଏପରି ମତୁଆଲା ପ୍ରଧାନ ଶିକ୍ଷକ ଆପଣମାନେ କେବେଭି ଦେଖିନଥିବେ… ତାଙ୍କ ନାମ ହେଉଛି ଜୟଦେବ ବିଶି…
ପ୍ରଧାନ ଶିକ୍ଷକ ଜଣକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ ରାମଚନ୍ଦ୍ର ପୁର ଗ୍ରାମ ପଞ୍ଚାୟତ ଅନ୍ତରଗତ ମାଟୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଆସନ୍ତୁ… ନଜରପକାଇବା ମାତାଳିଆ ପ୍ରଧାନ ଶିକ୍ଷକଙ୍କ ଭିଡ଼ିଓ ଉପରେ କିଭଳି ଭାବରେ ସ୍କୁଲ ଭିତରେ ମାତାଳ ହୋଇ କଣ କହୁଛନ୍ତି ତାଙ୍କ ମାତାଳିଆ ସହଯୋଗୀଙ୍କୁ…. ସେ ସହଯୋଗୀଭି କେହିନୁହେ ସେ ମଧ୍ୟ ହେଉଛନ୍ତି ଡ଼ୁମେର୍ ପିଟା ବିଦ୍ୟାଳୟ ର ଜଣେ ଶିକ୍ଷକ ଦେଖନ୍ତୁ ଦୁହି ମତୁଆଳ ଶିକ୍ଷକଙ୍କ କାର୍ନାମା..
ସ୍କୁଲ ର ଚେୟାର ପରିସ୍ରା ମଧ୍ୟ୍ୟ କରିଦେଇଛନ୍ତି…..
ପ୍ରଧାନ ଶିକ୍ଷକ ଜୟଦେବ ବାବୁ ପିଲାଙ୍କ ଷ୍ଟାଇଫେନ ପଇସା ଆସିଥିବା ଶୌଚାଳୟ ର ପଇସା ଏପରି ଅନେକ ପଇସା ମଧ୍ୟ୍ୟ ହଡପ କରିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ….
ସ୍କୁଲ କେମିତି ଅପରିଷ୍କାର ଅଛି ତାହା ମଧ୍ୟ କହିଛନ୍ତି….ଗ୍ରାମ ବାସି ଆଜି ସ୍କୁଲକୁ ତାଲାମାରି ପ୍ରଧାନ ଶିକ୍ଷକଙ୍କ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଦାବି କରିଛନ୍ତି.. ଦେଖାଯାଉ ଆଗକୁ ଏଇ ମାତଳିଆ ଶିକ୍ଷକମାନଙ୍କ ପ୍ରତି ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି…..

Related posts

ମମିତା ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ଗୋବିନ୍ଦ ଓ ରାଧେ

Odisha Halchal

ଏପ୍ରିଲରେ ବିବାହ କରିପାରନ୍ତି ଆଲିଆ-ରଣବୀର! ବଲିଉଡ୍‌ରେ ଚର୍ଚ୍ଚା ଜୋର

Odisha Halchal

୧୦ କୋଟି ଠକେଇ ମାମଲାରେ IAAVIC ପ୍ରାଇଭେଟ ଲିମିଟେଡର ଦୁଇ ନିର୍ଦ୍ଦେଶକ ଗିରଫ

Odisha Halchal

Leave a Comment