ଓଡ଼ିଶା ଖବରନ୍ୟୁଜ୍

ଆସନ୍ତା ୩ରୁ ରାଜ୍ୟରେ ପୁଣି ବର୍ଷା

ଆସନ୍ତା ୩ରୁ ରାଜ୍ୟରେ ପୁଣି ବର୍ଷା

ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ । ଆସନ୍ତା ୩ ତାରିଖରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ । ୩ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ବାୟୁମଣ୍ଡଳରେ ଆର୍ଦ୍ରତା ୬୦%ରୁ ଅଧିକ ରହିବ । ଏଥିପାଇଁ ଗୁଳୁଗୁଳି ହେବ । ସେହିପରି ତାର ପରଦିନ ଠାରୁ ଘୂର୍ଣ୍ଣିବଳୟ ଓ ୭ରେ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି ।

ଅନ୍ୟପଟେ ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ପୂର୍ବାନୁମାନ କରିଛନ୍ତି ଯେ ୯ରେ ଏହା ଗଭୀର ଅବପାତର ରୂପ ନେବ ଓ ଆଭ୍ୟନ୍ତରୀଣ ଓ ଉତ୍ତର ବି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Related posts

ମୁଖ୍ୟ ଚିକିତ୍ସାଳୟରେ ମୁଳୁନି ରକ୍ତ

Odisha Halchal

ଦୁର୍ନୀତି ନିବାରଣ ପାଇଁ ଅଣ୍ଟା ଭିଡ଼ିଲେ ଶତାଧିକ ମହିଳା

Odisha Halchal

ଦୀପ ନିଆଁ ରେ ପୋଡି ହୋଇ ଚାରି ଗୁରୁତର

Odisha Halchal

Leave a Comment