ଓଡ଼ିଶା ଖବରନ୍ୟୁଜ୍

ପ୍ରକୃତିପ୍ରେମୀ ମହିଳାଙ୍କ ପ୍ରକୃତିର ସୁରକ୍ଷା ଚିନ୍ତା

ପ୍ରକୃତିପ୍ରେମୀ ମହିଳାଙ୍କ ପ୍ରକୃତିର ସୁରକ୍ଷା ଚିନ୍ତା

ସୁବର୍ଣ୍ଣପୁର:- ଉଲୁଣ୍ଡା ବ୍ଲକ କୋଟସମଲେଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଜୁରିଆପାଲି ଗ୍ରାମର ଉଦ୍ୟମୀ ମହିଳା ଗୋଷ୍ଠୀ ର ସଦସ୍ୟା ତଥା ଉତ୍କଳ ଗ୍ରାମୀଣ ବ୍ୟାଙ୍କ କୋଟସମଲେଇ ଶାଖା ରେ କାର୍ଯ୍ୟରତ ବ୍ୟାଙ୍କମିତ୍ର ଶ୍ରୀମତୀ ସଙ୍ଗୀତା ପାତ୍ର ପ୍ରକୃତିର ସବୁଜିମା କୁ ସୁରକ୍ଷା କରିବା ପାଇଁ ମଧ୍ୟ ବହୁ ଯତ୍ନବାନ l

ଆଜି ନିଜର କାର୍ଯ୍ୟାସ୍ଥଳୀ ରୁ ଘରକୁ ଫେରିବା ରାସ୍ତାରେ କୋଟସମଲେଇ ଜଙ୍ଗଲ ରାସ୍ତା କଡରେ ଲାଗିଥିବା ବନାଗ୍ନୀ କୁ ନିଜର ଉପସ୍ଥିତ ବୁଦ୍ଧି ଖଟାଇ କଞ୍ଚା ଡାଲରେ ନିଆଁ କୁ ଲିଭାଇବା ସହ ବନାଗ୍ନୀ କୁ ନିୟନ୍ତ୍ରଣ କରିଥିଲେ l

ଏପରି ମାନସିକତା ସହ ଯିଏ ଯୋଉଠି ବି ନିଆଁ ଲାଗିଥିବାର ଦେଖିଲେ ଲିଭାଇ ଦେବା ସହ ସଚେତନ ହୋଇ ପ୍ରକୃତିକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି l ସଙ୍ଗୀତାଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି l

Related posts

ବାଲ୍ୟବିବାହ ରୋକିବା ନେଇ ତିଆରି ହେଲା”ମିଶନ ଉଡ଼ାଣ”

Odisha Halchal

ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ହୋଇଥିଲା ଅତ୍ୟାଧୁନିକ ଅସ୍ତ୍ରର ଉପଯୋଗ

Odisha Halchal

ମନରେଗା ପାଉଣା ପାଇଁ ବି ଡ଼ି ଓ ଙ୍କୁ ଦାବିପତ୍ର

Odisha Halchal

Leave a Comment