ଓଡ଼ିଶା ଖବରନ୍ୟୁଜ୍

କବିରାଜ ବୈଦ ବ୍ରଜବସି ଙ୍କ ୧୩୮ ତମ ଜୟନ୍ତୀ ପାଳନ

କବିରାଜ ବୈଦ ବ୍ରଜବସି ଙ୍କ ୧୩୮ ତମ ଜୟନ୍ତୀ ପାଳନ

ଗଜପତି:-(ରିପୋର୍ଟ :-ପିତାମ୍ବର ସାରଙ୍ଗ )କାଶୀନଗର ବ୍ଲକ ର କେ ସୀତାପୁର ଗ୍ରାମର ଖଣ୍ଡିଆ ସାହିସ୍ତ ତୁଳସୀ ଚଉଁରା ମଣ୍ଡପ ଠାରେ କାବି ବ୍ରଜବସୀ ବାଜୁବନ୍ଦ ଙ୍କ ୧୩୮ ତମ୍ ଜନ୍ମ ଜୟନ୍ତୀ ଉତ୍ସବ ବ୍ରଜବାସୀ କାଳ ପରିଷଦ ଅନୁକଲ୍ୟ ରେ ଲକ୍ଷ୍ମୀନାରାୟଣ କଳିngo ଙ୍କ ପରିଚାଳନା ରେ କୁଞ୍ଜବିନଦ ସଂକ୍ରିତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିଲେ କବି ଙ୍କ ର ଗୀତ କବିତା ପାଠ କରିବା ସହ ନଗର ପରିକ୍ରମ କରିଥିଲେ ।

ଦକ୍ଷିଣ ଓଡ଼ିଶା ର ସାହିତ୍ୟ ସାଧନାର ଚିହ୍ନମୟ ସାଧକ ଏ ଅଞ୍ଚଳ ପାଇଁ ଅପାର ମହିମା ସାଧକ ଅଟେ ରସତ୍ମାକ କାବ୍ୟ କବିତା ଗୀତ ନାଟ୍ୟ ଦାଇକା ଆଦିଆନନ୍ଦ ମୟ ଅ ମୃତମୟ ରସାତ୍ମକ ବଧ ଅଟେ ତାଙ୍କର ରଚିତ ଗୀତ ଦାଇକା ଗୁଡ଼ିକ ହେଲା ଶ୍ରୀ ରାମ କବଚ, ମଥୁରା ବିଜୟ, ବାଲ୍ୟ ଲୀଳା , କୁଞ୍ଜବିନଦ ,ହନୁ ଆରୁଜନ କଳୀ,କୁଳଚନ୍ଦ୍ରମା,ଲଣ୍ଡନ ଯାତ୍ରା, ନଳଦମନ୍ତି ,

ମୁକୁତଦେଇ, ଚିତ୍ର କୁଟ ରେ ଶ୍ରି ରାମ ଆଦି ପ୍ରବନ୍ଧ, ଗୀତ, କବିତା ,ଗ୍ରନ୍ଥ, ରଚନା ଆଦି କବିଙ୍କ ଅସାମାନ୍ୟ ପ୍ରତିଭା ର ପରିଚୟ ପ୍ରଧାନ କରାଯାଇଛି ପେଶା ରେ ଚିକିତ୍ସକ , କର୍ମ ରେ କବିତା ଓ ଲେଖକ ଅଟନ୍ତି ।ଆଜିର ଉତ୍ସବ ରେ ଉପସ୍ଥିତ ଭକ୍ତଗଣ ସହଦେବ କଳିଙ୍ଗ , ବ୍ରାହ୍ମନି ଗଉଡ। କୃପାସିନ୍ଧୁ ବାଜୁବନ୍ଧ , ଗୋପାଳ , ସୂର୍ଯ୍ୟ ସାରଙ୍ଗ , କାର୍ତ୍ତିକେଶ୍ୱର ସାରଙ୍ଗ, ଗୋବିନ୍ଦ, ସାମ୍ବାଦିକ ପିତାମ୍ବର ସାରଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ବିଦ୍ୟାଳୟରେ ପୋଷାକ ବିତରଣ ମେଳା

Odisha Halchal

ଶିଶୁ ଶ୍ରମିକ ଉଦ୍ଧାର

Odisha Halchal

ମେଲଣ ପାଇଁ ଘଣ୍ଟା ଘଣ୍ଟା ରାସ୍ତା ଅବରୋଧ

Odisha Halchal

Leave a Comment