ଓଡ଼ିଶା ଖବରନ୍ୟୁଜ୍

ଜଳେଶ୍ବର ରୁ ନବୀନ ନିବାସ

ଜଳେଶ୍ବର ରୁ ନବୀନ ନିବାସ

ରାଜ ରାସ୍ତାରେ ଚାଲିଛନ୍ତି ୮ ଟି ଦାବି ନେଇ ପୂର୍ଣ୍ଣ ଚନ୍ଦ୍ର ସିଂ ।ତେବେ ପୂର୍ଣ୍ଣ ଜଣେ ଆଦିବାସୀ ଶ୍ରେଣୀରେ ଲୋକ ।ଓଡ଼ିଶାର ଲୋକ ମାନକ ପାଇ ନବୀନ ନିବାସ ରେ ବିଭିନ୍ନ ପ୍ରକାର ଦାବି କୁ ପହଞ୍ଚିବା ପାଇଁ ଏକ ଭିନ୍ନ ଉପାୟ ବାଛି ଛନ୍ତି ।

ତେବେ ଆମ ଟିମ୍ ଭଦ୍ରକ ରେ ତାଙ୍କୁ ଭେଟି ଥିଲେ ।ସାଙ୍ଗରେ ଏକ ବ୍ୟାଗ୍ ,ମୁଣ୍ଡରେ ହାତୀ , ଓ ଘୋଡ଼ା ଏବଂ ଏକ ବ୍ୟାନର ରେ ୮ ଟି ଦଫା ଲେଖା ହେଇଥିବା ଦେଖିବାକୁ ମିଳିଥିଲା ।ତେବେ ଆସନ୍ତୁ ଶୁଣିବା କଣ୍ କହୁଛନ୍ତି ଏ ନେଇ ପୂର୍ଣ୍ଣ ।

Related posts

ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

Odisha Halchal

ଘାରିଲା ଟଙ୍କା ଲୋଭ, ସାଙ୍ଗକୁ ଟାଙ୍ଗିଆରେ ହାଣି ହତ୍ୟା କଲା, ନାଳରେ ଫିଙ୍ଗିଦେଲା…

Odisha Halchal

ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ଗର୍ଜିଲେ

Odisha Halchal

Leave a Comment