ଓଡ଼ିଶା ଖବରନ୍ୟୁଜ୍

ଯାଜପୁର ର ବିଷୁବ ଉତ୍ସବ ଅନୁଷ୍ଠିତ

ଯାଜପୁର ର ବିଷୁବ ଉତ୍ସବ ଅନୁଷ୍ଠିତ

ଧର୍ମଶାଳା:-(ରିପୋର୍ଟ- ଗୌତମ କୁମାର ସାହୁ)ଜାରକା ସ୍ଥିତ କଳ୍ପତରୁ ଦାସ ମିନି ଷ୍ଟାଡିୟମ ରେ ଗୋକର୍ନିକାସାହିତ୍ୟସମାଜ ଜାରକା, ଯାଜପୁର ର ବିଷୁବ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏହି ଉତ୍ସବ ରେ ଉଦଘାଟକ ଓ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ।ଆନ୍ଦ୍ରପ୍ରଦେଶମହାମହିମରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣହରିଚନ୍ଦନ ଓ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ।

କେନ୍ଦ୍ର ସାହିତ୍ୟ ଏକାଡେମି ଉପଦେଷ୍ଟା ମଣ୍ଡଳୀ ର ଓଡିଶା ଆବାହକ ଡ଼କ୍ଟର ବିଜୟାନନ୍ଦ ସିଂହ ଏହି ଉତ୍ସବ ଗୋକର୍ନିକାସାହିତ୍ୟସମାଜ ତରଫରୁ ଗୋକର୍ନିକାସେବାସମ୍ମାନ୨୦୨୨ ଆନ୍ଦ୍ରପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣହରିଚନ୍ଦନ ଅଂଶୁମାନମେମୋରିଆଲଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁଶେଖର_ସାହୁ ଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଔପୀଡ଼ନ ଦେଇ ସମ୍ମାନିତ କରିଥିଲେ ଏବଂ ଧାମନଗର ବିଧାୟକ ତଥା କବି ଶ୍ରୀଯୁକ୍ତ ବିଷ୍ଣୁ ସେଠି ଓ ଅନ୍ୟାନ୍ୟ ପ୍ରତିଭା ଓ କବି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା

Related posts

ଶ୍ରୀମନ୍ଦିରରେ ପୂଜା ନାଁରେ ଠକେଇ !

Odisha Halchal

ଶ୍ରମିକ ସାଜିଛନ୍ତି ଛାତ୍ର ଛାତ୍ରୀ

Odisha Halchal

ବିଜେଡି ଚାପରେ ଗିରଫ କରାଯାଇଥିବା କହିଲେ ସୁବାସ ପାଣିଗ୍ରାହୀ,ମିଛଟାରେ ଗିରଫ କରାଯାଇଥିବା ମଧ୍ୟ ଅଭିଯୋଗ

Odisha Halchal

Leave a Comment