ଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲାସ୍ତରୀୟ ଆଶା, ଗାଁକଲ୍ୟାଣଏବଂ ମହିଳା ଆରୋଗ୍ୟସମିତିବାର୍ଷିକ ସମ୍ମିଳନୀ

ଜିଲ୍ଲାସ୍ତରୀୟ ଆଶାଗାଁକଲ୍ୟାଣଏବଂ ମହିଳା ଆରୋଗ୍ୟସମିତିବାର୍ଷିକ ସମ୍ମିଳନୀ

ରାୟଗଡା:-(ରିପୋର୍ଟ-ପ୍ରସାଦ ସାହୁକାର)ଜିଲ୍ଲାମୁଖ୍ୟଚିକିତ୍ସାଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କକାର୍ଯ୍ୟାଳୟ ପରିସରରେଜିଲ୍ଲାସ୍ତରୀୟ ଆଶା, ଗାଁକଲ୍ୟାଣଏବଂମହିଳା ଆରୋଗ୍ୟସମିତିବାର୍ଷିକ ସମ୍ମିଳନୀ ଆୟୋଜନ ହୋଇଛି । ଏହି ଅବସରରେଜିଲ୍ଲାପାଳଶ୍ରୀସରୋଜକୁମାରମିଶ୍ରମୁଖ୍ୟ ଅତିଥି ଭାବେଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧିକାରୀଶ୍ରୀବିବେକାନନ୍ଦ ଶର୍ମା, ଅତିରିକ୍ତଜିଲ୍ଲା ଆରକ୍ଷୀ ଅଧିକାରୀ ଅନନ୍ତ ନାରାୟଣମହାନ୍ତିମଞ୍ଚାସିନ ଅତିଥି ଭାବେଯୋଗଦେଇଥିଲେ ।

ଅନ୍ୟମାନଙ୍କମଧ୍ୟରେଜିଲ୍ଲାମୁଖ୍ୟଚିକିତ୍ସାଏବଂ ଜନ ସ୍ୱାସ୍ଥ୍ୟଅଧିକାରୀଡାଲାଲମୋହନ ରାଉତରାୟ, ଜିଲ୍ଲାସ୍ୱାସ୍ଥ୍ୟ ଅଧିକାରୀଡା ବରଦାକାନ୍ତ ମିଶ୍ର, ଅତିରିକ୍ତଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାରକଲ୍ୟାଣ) ଡା. ଶ୍ରୀରଏ, ଜିଲ୍ଲା ଜନ ସ୍ୱାସ୍ଥ୍ୟଅଧିକାରୀଡା.ଭିଏଲ୍‌ଏନ୍‌ରାଜୁଜାତୀୟସ୍ୱାସ୍ଥ୍ୟମିଶନଲ୍ଲାକାର୍ଯ୍ୟକ୍ରମପରିଚାଳକଶ୍ରୀଜେରାଜେଶରାଓପଟ୍ଟନାକଉପସ୍ଥିତଥିଲେଆଶାସଂଯୋଜିକାଶ୍ରୀମତିରାଜଲକ୍ଷ୍ମୀମହିକାର୍ଯ୍ୟକ୍ରମପରିଚାଳନାକରିଥିଲେବର୍ତ୍ତମାନ ସ୍ଥିତିହେଉଅବାକୋଭିଡ୍‌ଭଳିମହାମାରୀ ପରିସ୍ଥିତିରେ ଅପହଞ୍ଚ ଗ୍ରାମାଞ୍ଚଳଠାରୁ ଆରମ୍ଭ କରିସହରାଞ୍ଚଳ ପର୍ଯ୍ୟନ୍ତ ଘରେଘରେସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ଆଶାମାନଙ୍କଭୂମିକାବେଶ୍‌ଗୁୁରୁତ୍ୱପୂର୍ଣ୍ଣ ।

ଗୋଷ୍ଠୀସ୍ୱାସ୍ଥ୍ୟବ୍ୟବସ୍ଥାମଧ୍ୟରେସୁସମନ୍ୱୟରକ୍ଷାକରି ଉପଲବ୍ଧ ସ୍ୱାସ୍ଥ୍ୟସେବାର ପୂର୍ଣ୍ଣବିନିଯୋଗମାଧ୍ୟମରେସ୍ୱାସ୍ଥ୍ୟସେବାକ୍ଷେତ୍ରରେଉନ୍ନତି ଆଣିବାରେ ଆଶାଙ୍କର ନିରନ୍ତର ପ୍ରୟାସ ଅନସ୍ୱୀକାର୍ଯ୍ୟ । ଜନସାଧାରଣଙ୍କୁପ୍ରାଥମିକସ୍ୱାସ୍ଥ୍ୟସେବାଯୋଗାଇଦେବାସହିତସ୍ୱାସ୍ଥ୍ୟସୁଚକାଙ୍କରେଉନ୍ନତି ଆଣିବା ଦିଗରେସେମାନଙ୍କଭୂମିକାବେଶଗୁରୁତ୍ୱପୂର୍ଣ୍ଣଗୋଷ୍ଠୀରଲୋକମାନଙ୍କୁସ୍ୱାସ୍ଥ୍ୟସେବାଯଇଦେବାନିମନ୍ତେଆଶାକର୍ମୀଙ୍କଉତ୍ସର୍ଗୀକୃତମନୋଭାବ ପ୍ରଦର୍ଶନ ପୂର୍ବକଏହିକାର୍ଯ୍ୟକ୍ରମ ଅବସରରେରାୟଗଡ ଜିଲ୍ଲାର୧୧ ଟିବ୍ଲକଏବଂ ଦୁଇଟିପୌର ପରିଷଦର ମୋଟ ୩୭ ଜଣ ଆଶାକର୍ମୀଙ୍କୁଶ୍ରେଷ୍ଠ ଆଶାଭାବେମାନପତ୍ରପ୍ରଦାନ କରାଯିବାସହିତ ପୁରସ୍କୃତକରାଯାଇଥିଲା ।

ସେହିପରିଭାବେ ୧୩ଟି ମହିଳା ଆରୋଗ୍ୟସମିତି, ୫ ଟି ପଞ୍ଚାୟତଏବଂ ୧୧ ଟିଗ୍ରାମକଲ୍ୟାଣସମିତିକୁ ମଧ୍ୟ ପୁରସ୍କୃତହୋଇଥିଲେ ।ପରିବାର ନିୟୋଜନ ଏବଂ ପ୍ରସବୋତ୍ତରଗର୍ଭ ନିରୋଧକକ୍ଷେତ୍ରରେ ୨୦୨୦-୨୧ ମସିହା ପାଇଁ ୩ ଜଣ ଚିକିତ୍ସା ଅଧିକାରୀ, ୩ ଜଣ ଆଶାକର୍ମୀ, ୩ ଜଣ ବହୁମୁଖୀସ୍ୱାସ୍ଥ୍ୟକର୍ମୀ(ପୁରୁଷ)ଏବଂଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରଜଗନ୍ନାଥପୁରକୁଶ୍ରେଷ୍ଠବ୍ଲକଭାବେ ପୁରସ୍କାର ପ୍ରଦାନ କରାଯାଇଥିଲାଏବଂ୨୦୨୧-୨୨ ମସିହାରେସର୍ବାଧିକ ପରିବାର ନିୟୋଜନ ଅସ୍ତ୍ରୋପଚାରକରିଥିବାରୁଡାଶ୍ରବଣକୁମାକାରଙ୍କୁ ସ୍ୱତନ୍ତ୍ରଭାବେପରୁସ୍କୃତହୋଇଥିଲେ ।ଡାରତିକାନ୍ତସାହୁସର୍ବାଧିକଅଲ୍ଟ୍ରାସୋନୋଗ୍ରାଫିକରିଥିବାରୁତାଙ୍କୁମାନପତ୍ର ପ୍ରଦାନ କରାଯିବାସହ ପୁରସ୍କୃତ ମଧ୍ୟ କରାଯିବ ।

ଏହିକାର୍ଯ୍ୟକ୍ରମରେବହୁଆଶାକର୍ମୀଙ୍କସମେତଗାଁକଲ୍ୟାଣସମିତି,ମହିଳାଆରୋଗ୍ୟସମିତିରକର୍ମକର୍ତ୍ତାଏବଂଜିଲ୍ଲାସ୍ୱାସ୍ଥ୍ୟସମିତିରକର୍ମଚାରୀଗଣଉପସ୍ଥିତରହିବେ ।

Related posts

32କେଜି ଗଞ୍ଜେଇ ଜବତ ସହ ଦୁଇ ଜଣ ଗିରଫ

Odisha Halchal

ରସିକିଆ ଡାକ୍ତର ଗିରଫ

Odisha Halchal

ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ତ ହେଲେ ମହିଳା

Odisha Halchal

Leave a Comment