ଦେଶ ବିଦେଶନ୍ୟୁଜ୍ଟ୍ରେନରେ ଲାଗିଲା ନିଆଁOdisha HalchalJuly 7, 2023 by Odisha HalchalJuly 7, 2023032 (ଓଡିଶା ହାଲଚାଲ):-ଫଲକନୁମା ଏକ୍ସପ୍ରେସରେ ନିଆଁ । ହାଓଡ଼ା- ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ହାଓଡ଼ାରୁ ସିକନ୍ଦରାବାଦ ଆସୁଥିବା ବେଳେ ପାଗିଡ଼ିପାଲି-ବୋମାଇ ପାଲି ମଧ୍ୟରେ ନିଆଁ ଲାଗିଯାଇଥିବା ସୂଚନା । ନିଆଁଲାଗିବ ଦେଖି ଯାତ୍ରୀ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଏଣିକି ଗୁଳି ଚଳାଇପାରିବେ ବନ କର୍ମଚାରୀOdisha HalchalJuly 6, 2023 by Odisha HalchalJuly 6, 2023026 ଭୁବନେଶ୍ବର(ବ୍ୟୁରୋ ଓଡିଶା ହାଲଚାଲ):- ଆତ୍ମରକ୍ଷା ପାଇଁ ଏଣିକି ଗୁଳି ଚଳାଇପାରିବେ ବନ କର୍ମଚାରୀ। ଫରେଷ୍ଟ ଗାର୍ଡଠାରୁ ଆରମ୍ଭ କରି ଫରେଷ୍ଟର, ଡେପୁଟି ଫରେଷ୍ଟ ରେଞ୍ଜ ଅଫିସର, ଫରେଷ୍ଟ ରେଞ୍ଜ ଅଫିସର, ଆସିଷ୍ଟାଣ୍ଟ କନ୍ଜରଭେଟର ଅଫ୍...
ଓଡ଼ିଶା ଖବରନ୍ୟୁଜ୍ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼Odisha HalchalJuly 6, 2023 by Odisha HalchalJuly 6, 2023019 ଭୁବନେଶ୍ୱର(ଓଡିଶା ହାଲଚାଲ):-ପରିବା ହାଟରେ ପରିବା ଏତେ ମହଙ୍ଗା ଯେ କିଣିବା ପୂର୍ବରୁ ଶହେଥର ଭାବିବାକୁ ପଡୁଛି। ହେଲେ ରାଜନୈତିକ ହାଟରେ ପରିବା ଏବେ ବହୁତ ଶସ୍ତା ହୋଇଯାଇଛି। ସାଧାରଣ ଲୋକଟିଏ ପାଇଁ କିଛିଦିନ ହେବ...
ଓଡ଼ିଶା ଖବରନ୍ୟୁଜ୍ପଲିଥିନ୍ ତଳେ ଗଢ଼ା ଚାଲିଛି ଭବିଷ୍ୟତOdisha HalchalJuly 6, 2023 by Odisha HalchalJuly 6, 2023031 ନବରଙ୍ଗପୁର (ଓଡିଶା ହାଲଚାଲ):-ବିକାଶ ର ନଗ୍ନ ନମୁନା । ପଲିଥିନ୍ ତଳେ ଗଢ଼ା ଚାଲିଛି ଆଗାମୀ ଭବିଷ୍ୟତ।ଶିକ୍ଷା କ୍ଷେତ୍ର ରେ ଉନ୍ନତି ଆଣିବା ପାଇଁ ପିଲା କୁ ପୃଷ୍ଟିକର ଖାଦ୍ୟ ଦେବା ପାଇଁ ସରକାର...
ଅପରାଧଦେଶ ବିଦେଶନ୍ୟୁଜ୍ପ୍ରେମିକକୁ ଲୁଟି ଉଲଗ୍ନ କରି ଛାଡ଼ିଦେଲା ପ୍ରେମିକାOdisha HalchalJuly 5, 2023July 5, 2023 by Odisha HalchalJuly 5, 2023July 5, 2023033 ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ନିର୍ଯାତନା ଦେବା ସହିତ ତାଙ୍କଠାରୁ ଟଙ୍କା ଲୁଟ କରି ଜାତୀୟ ରାଜପଥରେ ଏକୁଟିଆ ଛାଡ଼ି ଦେଇଥିଲେ। ଏହି ମହିଳାଙ୍କ ନାମ ହେଉଛି ଭାବିକା, ବୟସ ୩୦ବର୍ଷ ବୋଲି ଜଣାପଡ଼ିଛି।...
ଅପରାଧଓଡ଼ିଶା ଖବରନ୍ୟୁଜ୍ପୁଲିସ ପରିଚୟ ଦେଇ ବୃଦ୍ଧଙ୍କ ଠାରୁ ଅଳଙ୍କାର ଲୁଟOdisha HalchalJuly 5, 2023 by Odisha HalchalJuly 5, 2023019 କଟକ(ବ୍ୟୁରୋ ଓଡିଶା ହାଲଚାଲ):- ପୁଲିସ ପରିଚୟ ଦେଇ ବୃଦ୍ଧଙ୍କ ଠାରୁ ଅଳଙ୍କାର ଲୁଟ। କଟକ ଦୋଳମୁଣ୍ଡାଇରୁ ବଜ୍ରକବାଟିକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ବରେ ଥିବା ଅମ୍ବର ଏନ୍ଏକ୍ସ ଦୋକାନ ସମ୍ମୁଖରେ ନିଜକୁ ପୁଲିସ ପରିଚୟ...
ଓଡ଼ିଶା ଖବରନ୍ୟୁଜ୍ବାର୍ଦ୍ଧକ୍ୟ ଭତ୍ତା ନେଇ ଯିବା ହେଲା କାଳOdisha HalchalJuly 5, 2023 by Odisha HalchalJuly 5, 2023028 ବଲାଙ୍ଗୀର(ବ୍ୟୁରୋ ଓଡିଶା ହାଲଚାଲ):-ପ୍ରଚଣ୍ଡ ଖରାର ପ୍ରକୋପ ସହିପାରିଲେନି ବୃଦ୍ଧ। ଶେଷରେ ଏକ ଗଛ ତଳେ ଆଶ୍ରୟ ବେଳେ ସେ ବେହୋସ ହୋଇଗଲେ। ଏହି ସମୟରେ ଅସହାୟ ହୋଇ ସେମିତି ସେ ଗଛ ତଳେ ସ୍ୱାମୀଙ୍କୁ...
ଅପରାଧଓଡ଼ିଶା ଖବରନ୍ୟୁଜ୍ଟିକସ ଫାଙ୍କିବା ଅଭିଯୋଗରେ ରେଡ୍Odisha HalchalJuly 5, 2023 by Odisha HalchalJuly 5, 2023021 ଭୁବନେଶ୍ୱର(ବ୍ୟୁରୋ ଓଡିଶା ହାଲଚାଲ):-ରାଜଧାନୀରେ ଡିଏନ୍ ହୋମ୍ସ ଗ୍ରୁପରେ ଇନ୍କମ୍ ଟ୍ୟାକ୍ସ ରେଡ୍ । ଡିଏନ୍ ହୋମ୍ସ ଗ୍ରୁପ ରାଜଧାନୀର ଏକ ବ୍ୟବସାୟିକ ପ୍ରତିଷ୍ଠାନ। ଭୁବନେଶ୍ୱର ସ୍ଥିତ ପୋଷ୍ଟାଲ କଲୋନୀ ସମେତ ୨୦ ସ୍ଥାନରେ ଏହି...
ଓଡ଼ିଶା ଖବରନ୍ୟୁଜ୍ଆମେ ସଜବାଜ ହୋଇ ବାହାରିଛୁOdisha HalchalJuly 5, 2023 by Odisha HalchalJuly 5, 2023025 ବୌଦ୍ଧ(ଓଡିଶା ହାଲଚାଲ):-କଣ୍ଟାମାଳ ତହସିଲ ଅନ୍ତର୍ଗତ ସିନ୍ଦୁରପୁର ଗ୍ରାମର ତିନୋଟି ଗୃପର ମହିଳା ମାନେ ଆମ୍ବଗାଁ ପାଣ୍ଡିଆଙ୍କ ଗସ୍ତକୁ ଯିବା ପାଇଁ ସକାଳୁ ସଜବାଜ ହୋଇ ବାହାରିଛନ୍ତି ହେଲେ ଗାଡ଼ି ଗୃପର ମହିଳା ମାନଙ୍କ ପାଖରେ...
ଅପରାଧଓଡ଼ିଶା ଖବରନ୍ୟୁଜ୍ସଞ୍ଜୁକ୍ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ଶ୍ରୀକାନ୍ତ !Odisha HalchalJuly 5, 2023 by Odisha HalchalJuly 5, 2023029 ଥାନାରେ ଏତଲା ଦେଲେ। କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କଲେ। ହେଲେ ଆକ୍ସନ ଜିରୋ। ନ୍ୟାୟ କଥା ପଚାରେ କିଏ ? ନ୍ୟାୟ ବିଳମ୍ବିତ ହେବା ପରେ ଏବେ ଖୋଦ୍ ଶଙ୍ଖଦଳକୁ ଏକ୍ସପୋଜ୍ କରିଛନ୍ତି...