ଓଡ଼ିଶା ଖବରନ୍ୟୁଜ୍ଧାନ ର ଅଭାବୀ ବିକ୍ରି କୁ ନେଇ ଚିନ୍ତାରେ ଚାଷୀOdisha HalchalDecember 6, 2022 by Odisha HalchalDecember 6, 2022030 ନବରଙ୍ଗପୁର ଏକ ଚାଷୀ ବହୁଳ କୃଷି ପ୍ରାଧାନ୍ୟ ଜିଲ୍ଲା ଭାବେ ପରିଗଣିତ l ଜିଲ୍ଲାରେ ପାରମ୍ପରିକ ଚାଷ ଭାବେ ଧାନ ଚାଷ କୁ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି l ହେଲେ ଧାନ ଅମଳ ହେବା...
ଓଡ଼ିଶା ଖବରନ୍ୟୁଜ୍ଶୀତ କାକରକୁ ଖାତିର ନ କରି ଧାରଣାରେ ବସିଛନ୍ତି ଅଙ୍ଗନୱାଡି କର୍ମୀOdisha HalchalDecember 6, 2022 by Odisha HalchalDecember 6, 2022057 ଚିତ୍ରକୋଣ୍ଡା ଆଇସିଡିଏସ କାର୍ଯ୍ୟାଳୟ ସମ୍ମୁଖରେ 18 ଗୋଟି ପଞ୍ଚାୟତରୁ ଆସିଥିବା ଶତାଧିକ ଅଙ୍ଗନୱାଡି କର୍ମୀ ସହ ପାଚିକାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶୀତ କାକରକୁ ଖାତିର ନ କରି icds ଅଫିସ ସମ୍ମୁଖରେ ନିଆଁ...
ଓଡ଼ିଶା ଖବରନ୍ୟୁଜ୍ସରକାରୀ ସହାୟତା ଅପେକ୍ଷାରେ ଶଯ୍ୟାଶାୟୀ ଭିନ୍ନକ୍ଷମOdisha HalchalDecember 6, 2022 by Odisha HalchalDecember 6, 2022015 ଶଗଡା:-ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ହେଲେ ଅନେକ କ୍ଷେତ୍ରରେ ଅସହାୟ ଲୋକଙ୍କ ପାଖରେ ଯୋଜନାର ସୁଫଳ...
ଓଡ଼ିଶା ଖବରନ୍ୟୁଜ୍ମହୁମାଛି କାମୁଡ଼ାରେ ମହିଳାଙ୍କ ମୃତ୍ୟୁOdisha HalchalDecember 6, 2022 by Odisha HalchalDecember 6, 2022017 ମାଲକାନଗିରି :-(ରିପୋର୍ଟ:- କ୍ରିଷ୍ଣପଦ ରାୟ)ଜିଲ୍ଲା ପଡ଼ିଆ ବ୍ଲକର ଗୋରାଖପାଲ୍ଲି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ।ଗତକାଲି ସନ୍ଧ୍ୟା ସମୟରେ ଗାଙ୍ଗି ଫାଇଦା ନାମକ ଜଣେ ମହିଳା ଜଙ୍ଗଲରେ ଶୈଚ ପାଇଁ ଯାଇଥିବା ସମୟରେ ନିକଟରେ...
ଓଡ଼ିଶା ଖବରନ୍ୟୁଜ୍ଜି ଆର ଏସ ଙ୍କ ନାମରେ ସଂଘିନ ଅଭିଯୋଗ ଆଣିଲେ ସରପଞ୍ଚOdisha HalchalDecember 6, 2022 by Odisha HalchalDecember 6, 2022026 ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ରେ କାର୍ଯ୍ୟରତ ଥିବା ଗ୍ରାମ ରଜଗାର ସେଵକ ଜିଆରଏସ ଙ୍କ ବିରୁଦ୍ଧରେ ସମବାର ଦିନ ସମୟ ୧୧ ଘଣ୍ଟା ସମୟରେ ଏକ ଅଭିଯୋଗ ପତ୍ର ବିଡ଼ିଓ...
ଓଡ଼ିଶା ଖବରନ୍ୟୁଜ୍ବିଶ୍ଵ ଏଡ୍ସ ଦିବସ ପାଳନ ଅବସରରେ ଏଡ୍ସ ଆକ୍ରାନ୍ତ ଙ୍କ କରୁଣ ସାହାଯ୍ୟ ଭିକ୍ଷାOdisha HalchalDecember 2, 2022 by Odisha HalchalDecember 2, 202209 ବଲାଙ୍ଗୀର:-(ରିପୋର୍ଟ :-ସୁନ୍ଦର ସାହୁ)ଏ ନେଇ ଉଭୟ କେନ୍ଦ୍ର,ଓ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା ପ୍ରଣୟନ ମାଧ୍ୟମରେ ବଲାଙ୍ଗୀର ଜିଲ୍ଲା ପାଇଁ ରାଜେନ୍ଦ୍ର ଯୁବକ ସଂଘ କୁ, ଟି ଆଈ ପ୍ରକଳ୍ପ ମାଧ୍ୟମରେ ( ଓଡ଼ିଶା...
ଓଡ଼ିଶା ଖବରନ୍ୟୁଜ୍ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏନଏସଏସ ତରଫରୁ ବିଶ୍ୱ ଏଡସ ଦିବସ ପାଳିତOdisha HalchalDecember 2, 2022 by Odisha HalchalDecember 2, 2022026 ନୂଆପଡ଼ା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ )ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଛି l ମହାବିଦ୍ୟାଳୟ ର ଅଧକ୍ଷ ତରୁଣ କୁମାର ପ୍ରଧାନ ପତାକା ଦେଖାଇ ବିଶ୍ୱ ଏଡ଼ସ ଦିବସ...
ଓଡ଼ିଶା ଖବରନ୍ୟୁଜ୍ଜଣାଶୁଣାଣି କାର୍ଯ୍ୟକ୍ରମରେ ଶ୍ରମିକଙ୍କ ଦେଖାନାହିଁOdisha HalchalDecember 2, 2022 by Odisha HalchalDecember 2, 2022014 ବଲାଙ୍ଗୀର:-(ରିପୋର୍ଟ :-ପ୍ରମୋଦ ବେହେରା )ତୁରେକେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ମହାତ୍ମା ଗାନ୍ଧି ଜାତୀୟ କର୍ମ ନିଯୁକ୍ତି ଯୋଜନା, ଜାତୀୟ ସମାଜିକ ସହାୟତା କାର୍ଯ୍ୟକ୍ରମ ଓ ପାଞ୍ଚଦଶ ଅର୍ଥ କମିସନ ବ୍ଲକ ସ୍ତରୀୟ ଜଣାଶୁଣାଣି କାର୍ଯ୍ୟକ୍ରମ...
ଓଡ଼ିଶା ଖବରନ୍ୟୁଜ୍କୃଷି ଜିଲ୍ଲା କାର୍ଯ୍ୟାଳୟରେ ପାରା ସମ୍ରସାରଣ କର୍ମୀଙ୍କ ତାଲିମ ଶିବିରOdisha HalchalDecember 2, 2022 by Odisha HalchalDecember 2, 2022012 ରାୟଗଡ଼:-(ରିପୋର୍ଟ:- ପ୍ରସାଦ ସାହୁକାର )ମୁନିଗୁଡା ବ୍ଲକ ସଦର ମହକୁମା ଠାରେ କୃଷି ଜିଲ୍ଲା କାର୍ଯ୍ୟାଳୟରେ ପାରା ସମ୍ପ୍ରସାରଣ କର୍ମୀଙ୍କ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।କୃଷି ଜିଲ୍ଲା ଅଧିକାରୀ ମୁନିଗୁଡା ଶ୍ରୀ ଅଜୟ କୁମାର...