ଓଡ଼ିଶା ଖବରନ୍ୟୁଜ୍

ଜଣାଶୁଣାଣି କାର୍ଯ୍ୟକ୍ରମରେ ଶ୍ରମିକଙ୍କ ଦେଖାନାହିଁ

ଜଣାଶୁଣାଣି କାର୍ଯ୍ୟକ୍ରମରେ ଶ୍ରମିକଙ୍କ ଦେଖାନାହିଁ

ବଲାଙ୍ଗୀର:-(ରିପୋର୍ଟ :-ପ୍ରମୋଦ ବେହେରା )ତୁରେକେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ମହାତ୍ମା ଗାନ୍ଧି ଜାତୀୟ କର୍ମ ନିଯୁକ୍ତି ଯୋଜନା, ଜାତୀୟ ସମାଜିକ ସହାୟତା କାର୍ଯ୍ୟକ୍ରମ ଓ ପାଞ୍ଚଦଶ ଅର୍ଥ କମିସନ ବ୍ଲକ ସ୍ତରୀୟ ଜଣାଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

ଏହି କାର୍ଯ୍ୟକ୍ରମ ରେ ବିଡିଓ ଠୁ ଆରମ୍ଭ କରି ଅନ୍ୟ କର୍ମଚାରୀ ଉପସ୍ଥିତ ଥିବା ବେଳେ ଯାହାଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଅର୍ଥାତ ଶ୍ରମିକ ହେଉମାନେ କି ମନରେଗା ରେ ସାମିଲ ହୁଅନ୍ତି ତାଙ୍କ ଦେଖା ନଥିଲା . ବିଡ଼ିଓ ଶ୍ରମିକ ମାନଙ୍କୁ କିଛି ନ ଜଣାଇ ଏହି କାର୍ଯ୍ୟକ୍ରମ କରିଥିବା ଯୋଗୁ ଏଥିରେ ଶ୍ରମିକ ମାନେ ଅନୁପସ୍ଥିତ ଥିବା ଅଭିଯୋଗ ହେଉଛି .

ତୁରେକେଲା ବ୍ଲକର ମନରେଗା ଟଙ୍କା ବାଟମାରଣା ହେଉଥିବା ସବୁ ସମୟରେ ଅଭିଯୋଗ ଆସୁଥିବା ବେଳେ ବିଡ଼ିଓଙ୍କ କାର୍ଯ୍ୟକଳାପ ଯୋଗୁ ଏହା ସତ ଭଳି ଲାଗୁଛିକେବଳ କାର୍ଯ୍ୟକ୍ରମ ନାଁ ରେ ପକେଟ ଗରମ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଗଲା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି .

Related posts

ଛିଣ୍ଡି ପଡ଼ିଥିବା ଝୁଲାପୋଲ ପାଖରେ ମୋଦି

Odisha Halchal

ଗଛରୁ ଝରୁଛି ମଦ

Odisha Halchal

57ନଂ ଜାତୀୟ ରାଜପଥ ରେ ପୃଥକ ପୃଥକ 3 ଗୋଟି ଦୁର୍ଘଟଣା

Odisha Halchal

Leave a Comment