ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନଆଖିବୁଜିଲେ ବଲିଉଡର ଆଉ ଜଣେ ବର୍ଷିଆନ ଅଭିନେତାOdisha HalchalAugust 4, 2022 by Odisha HalchalAugust 4, 2022035 ପୁଣି ଫିଲ୍ମ ଜଗତରୁ ଆସିଲା ଦୁଃଖଦ ଖବର। ଆଖି ବୁଜିଲେ ଆଉ ଜଣେ ବଲିଉଡର ବରିଷ୍ଠ ଅଭିନେତା। ହିନ୍ଦୀ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ମିଥିଲେଶ ଚର୍ତୁବେଦୀଙ୍କ ଦେହାନ୍ତ ହୋଇଛି। ଗତକାଲି ଅର୍ଥାତ ବୁଧବାର...
ଅପରାଧଓଡ଼ିଶା ଖବରନ୍ୟୁଜ୍ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟାOdisha HalchalAugust 4, 2022 by Odisha HalchalAugust 4, 2022029 ରାୟଗଡା:-(ରିପୋର୍ଟ-ପ୍ରସାଦ ସାହୁକାର)ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ଗାଁ ବାସିନ୍ଦା। ଖସି ପଳାଇଲେ ଦୁଇ ପୁଅ। ଏପରି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡୁଡୁକାବାହାଲ ପଞ୍ଚାୟତ ଟିଟିଗୁଡା ଗାଁରୁ। ସୂଚନା...
ଅପରାଧଓଡ଼ିଶା ଖବରନ୍ୟୁଜ୍ଓଟିଭି ଇଂଲିଶ୍ ସୋଶାଲ୍ ମିଡିଆ ଟିମର ଭିଡିଓ ଏଡିଟର ପାର୍ଥ ନାରାୟଣ ଦାସଙ୍କ ମୃତଦେହ ଉଦ୍ଧାରOdisha HalchalAugust 4, 2022 by Odisha HalchalAugust 4, 2022034 ଭିଡିଓ ଏଡିଟର ପାର୍ଥ ନାରାୟଣ ଦାସଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ପଟିଆ ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପାର୍ଥ...
ଦେଶ ବିଦେଶନ୍ୟୁଜ୍ଗ୍ରାହକଙ୍କ ପାଇଁ ଖୁସି ଖବର, ଚଳିତ ମାସରୁ ଆରମ୍ଭ ହେବ 5G ସେବାOdisha HalchalAugust 4, 2022 by Odisha HalchalAugust 4, 2022027 ଏୟାରଟେଲ୍ ଗ୍ରାହକଙ୍କ ପାଇଁ ବଡ ଖୁସି ଖବର। ଆପଣଙ୍କୁ ଚଳିତ ମାସର ଶେଷ ସୁଦ୍ଧା ୫ଜି ଇଣ୍ଟରନେଟ୍ ସ୍ପିଡ୍ ମିଳିବା ଆରମ୍ଭ ହୋଇଯିବ। କମ୍ପାନୀ ସ୍ପଷ୍ଟ କରି ଦେଇଛି ଯେ, ଅଗଷ୍ଟ ମାସ ସରିବା...
ଅପରାଧଓଡ଼ିଶା ଖବରନ୍ୟୁଜ୍ଠିକାଦାର ଓ ଯନ୍ତ୍ରୀଙ୍କର ମଧୁ ଚନ୍ଦ୍ରିକାରେ ସାଧାରଣ ଜନତା ହନ୍ତସନ୍ତOdisha HalchalAugust 4, 2022 by Odisha HalchalAugust 4, 2022027 ମାଲକାନଗିରି:- (ରିପୋର୍ଟ -ସୁକୁମାର ମଣ୍ଡଳ)ଆଦିମ କାଳରୁ ସଭ୍ୟତାକୁ ଆଗେଇ ନେବାରେ ରାସ୍ତା ମୂଖ୍ୟ ଭୂମିକା ଗ୍ରହଣ କରି ଆସିଛି। ପିଲା ମାନଙ୍କର ଭବିଷ୍ୟତ ସଜାଡ଼ିବାରେ ମଧ୍ୟ ରାସ୍ତାର ଭୂମିକା କମ୍ ନୁହେଁ। ସ୍ବାଧୀନତାର ୨୦୦...
ଖେଳଦେଶ ବିଦେଶନ୍ୟୁଜ୍ଆରେ ଏ କ’ଣ, ଫାଇନାଲରେ ଜିତିବା ପରେ ମହିଳା ଫୁଟବଲର ନିଜର ଜର୍ସି ଖୋଲିଦେଲେOdisha HalchalAugust 3, 2022 by Odisha HalchalAugust 3, 2022039 ଅନେକ ସମୟରେ ଖେଳ ପଡ଼ିଆରେ କିଛି ଖେଳାଳିଙ୍କ ଅଜବ ପ୍ରକାରର କାରନାମା ଦେଖିବାକୁ ମିଳିଥାଏ । କିଛି ଖେଳାଳି ବିଜୟୋଲ୍ଲାସରେ ସବୁକିଛି ଭୁଲି ଯାଇଥାନ୍ତି । ନିକଟରେ ବିଜୟ ଖୁସିକୁ ମନାଇବାକୁ ଯାଇ ଜଣେ...
ଦେଶ ବିଦେଶନ୍ୟୁଜ୍ଦିଦିଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ, ସ୍ଥାନ ପାଇଲେ ୧୦ ଜଣ ନୂଆ ମନ୍ତ୍ରୀOdisha HalchalAugust 3, 2022 by Odisha HalchalAugust 3, 2022068 ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ କ୍ୟାବିନେଟରେ ଏକ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି । ମୋଟ ୧୦ ଜଣ ନୂଆ ମନ୍ତ୍ରୀଙ୍କୁ କ୍ୟାବିନେଟରେ ସ୍ଥାନ...
ଅପରାଧଓଡ଼ିଶା ଖବରନ୍ୟୁଜ୍ଲୁଟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଅଫିସର! ଦମ୍ପତ୍ତିଙ୍କୁ ଗିରଫ କଲା ପୋଲିସOdisha HalchalAugust 3, 2022 by Odisha HalchalAugust 3, 2022075 ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଫିଲ୍ଡ ଅଫିସରଙ୍କ ପର୍ଦ୍ଦାଫାଶ କରିଛି ଝାରସୁଗୁଡା ପୋଲିସ । ମୁଦ୍ରା ଯୋଜନାରେ ବିଭିନ୍ନ ବ୍ୟାଙ୍କରୁ ଋଣ କରାଇଦେବା ବାହାନାରେ ଲୁଟ କରିବାରେ ଏମାନେ ମାହିରଥୀ ହାସଲ କରିଥିଲେ । ଜଣେ...
ଅପରାଧଓଡ଼ିଶା ଖବରନ୍ୟୁଜ୍ଭବିଷ୍ୟତ କରିବାକୁ ଉଜ୍ୱଳ ଜୀବନ ସହ ଚାଲିଛି ଖେଳOdisha HalchalAugust 3, 2022 by Odisha HalchalAugust 3, 2022066 ଜୀବନକୁ ବାଜି ଲଗେଇ ଭରା ନଦୀ ପାର ହୋଇ ପାଠ ପଢିବା ପାଇଁ ଯାଉଛନ୍ତି ଛାତ୍ର ଛାତ୍ରୀ ଏମିତି ଏକ ଦୂର୍ଷ୍ୟ ଦେଖିବାକୁ ମିଳଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ରେ ଏପଟେ ଋଷୁକୁଲ୍ୟା...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବରଟେକ୍ ହୋମ୍ ଦରମାରେ କେତେ ମିଳିବ ଲୋନ୍? କେତେ ପଡ଼ିବ EMI, ଜାଣନ୍ତୁ RBIର ଗାଇଡଲାଇନ୍Odisha HalchalAugust 3, 2022 by Odisha HalchalAugust 3, 2022024 କୌଣସି ବଡ଼ ଆର୍ଥିକ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମକୁ ଲୋନର ଆବଶ୍ୟକତା ପଡ଼ିଥାଏ । ଚାକିରିଆଙ୍କୁ ଅତି ସହଜରେ ଲୋନ୍ ମିଳିଯାଏ । କିନ୍ତୁ ଆପଣ ଜାଣନ୍ତି କି, ଆପଣଙ୍କ ଦରମାରେ କେତେ...