Month : August 2022

ଅପରାଧଓଡ଼ିଶା ଖବରନ୍ୟୁଜ୍

ଶ୍ୱଶୁର ଘରେ ବୋହୂର ଝୁଲନ୍ତା ମୃତଦେହ, ବିବାହକୁ ପୂରିନି ୨ ମାସ

Odisha Halchal
ଯୌତୁକ ପାଇଁ ବଧୂ ହତ୍ୟା ମାମଲାର ଅନେକ ସମୟରେ ସାମ୍ନାକୁ ଆସୁଥିବାବେଳେ, ଏବେ ପୁଣି ଏକ ବଧୂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ବିବାହାର ଦୁଇ ମାସ ନପୁରୁଣୁ ଶ୍ୱଶୁର ଘରୁ...
ଓଡ଼ିଶା ଖବରନ୍ୟୁଜ୍

ସ୍ୱାର୍ଥପର ମାଲିକ, ମୁହଁମୋଡ଼ି ଚାଲିଗଲା

Odisha Halchal
ମଣିଷ କେତେ ସ୍ୱାର୍ଥପର ହୋଇପାରେ? ନିଜ କାମ ଥିବା ଯାଏଁ ଭଲ ପାଏ, ଆଉ କାମ ସରିବା ପରେ ମୁହଁ ମୋଡ଼ି ଦିଏ। ମଣିଷର ସ୍ୱାର୍ଥପରତାର ପୁଣି ଏକ ଦୁଃଖଦ ଘଟଣା ନଜର ଆସିଛି...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ରଣବୀରଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଲେ ଅମାଣ୍ଡା ସୈର୍ନି

Odisha Halchal
ବଲିଉଡ ଅଭିନେତା ରଣବୀର ସିଂ ତାଙ୍କର ନଗ୍ନ ଫଟୋସୁଟ ଯୋଗୁଁ ଆଜିକାଲି ଅନେକ ବିବାଦରେ ଅଛନ୍ତି । ରଣବୀରଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିବା ବେଳେ ଅନ୍ୟପକ୍ଷରେ ଇନ୍ଦୋରରେ ଅଭିନେତାଙ୍କ ପାଇଁ ପୋଷାକ ଦାନ...
ଅପରାଧଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ପପୁ ପମ୍‌ପମ୍‌ଙ୍କୁ କ୍ଲିନ୍‌ଚିଟ୍‌, ନିର୍ଦ୍ଦୋଷ ରାୟ ଦେଲେ ପକ୍ସୋ କୋର୍ଟ

Odisha Halchal
ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍‌ ମାମଲା । ଅଭିନେତା ପପୁ ପମ୍‌ପମ୍‌ ନିର୍ଦ୍ଦେଶ । ରାୟ ଶୁଣାଇଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୧୬ରେ ଜଣେ ନାବାଳିକାଙ୍କୁ ଆଣିଥିଲେ ଅଭିଯୋଗ । ଖବର ଅନୁଯାୟୀ,...
ଅପରାଧଓଡ଼ିଶା ଖବରନ୍ୟୁଜ୍

ବୋହୂକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶାଶୁ ଶ୍ଵଶୁର

Odisha Halchal
ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ବରହମପୁର ଥାନା କଦମ୍ବଗଡ଼ି ଗାଁରେ ବଧୂ ନିର୍ଯାତନା ଅଭିଯୋଗ ଆସିଛି। ସ୍ୱାମୀଙ୍କ ଅନୁପସ୍ଥିତିରେ ଅତି ନିର୍ଦୟ ଭାବେ ଘର ଦାଣ୍ଡରେ ବୋହୂକୁ ନିର୍ଧୁମ ପିଟିଛନ୍ତି ଶାଶୂ ଶଶୁର।...
ଅପରାଧଓଡ଼ିଶା ଖବରନ୍ୟୁଜ୍

୧୨ବର୍ଷ ପରେ ଦୁଷ୍କର୍ମ ମାମଲାରେ ଆସିଲା ରାୟ, ଅଭିଯୁକ୍ତକୁ ୧୦ବର୍ଷ ଜେଲ୍ ଦଣ୍ଡ

Odisha Halchal
୧୨ ବର୍ଷ ପରେ ଦୁଷ୍କର୍ମ ମାମଲାରେ ଆସିଲା ରାୟ । ଅଭିଯୁକ୍ତକୁ ୧୦ବର୍ଷ ଜେଲ୍ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଶୁଣାଇଲେ ଧର୍ମଗଡ ଏଡିଜେ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା...