Tuesday, August 9, 2022
Homeଅପରାଧବେଆଇନି କଂସେଇଖାନା ଉପରେ ପୋଲିସର ଚଢ଼ାଉ

ବେଆଇନି କଂସେଇଖାନା ଉପରେ ପୋଲିସର ଚଢ଼ାଉ

ବେଆଇନି କଂସେଇଖାନା ଉପରେ ପୋଲିସର ଚଢ଼ାଉ।ଏଭଳି ଘଟଣା ଘଟିଛି କଟକଜିଲ୍ଲା ସାଲେପୁର ଥାନା ରସୁଲପୁର ଠାରେ। ରସୁଲପୁର ଠାରେ ବେଆଇନ କଂସେଇ ଖାନାରେ ଗୋମାଂସ କଟାଯାଉଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବରପାଇ ଗୋମାଂସ ଜବତକରିବାସହ ବନ୍ଧାଯାଇଥିବା ଗୋ ମାତାଙ୍କୁ ଉଦ୍ଧାରକରାଯାଇ ଛାଡି ଦିଆଯାଇଛି।

ଘଟଣା ସ୍ଥଳରୁ ବେଆଇନ ଗୋମାଂସ କଟାଳି ଓ ଚାଲାଣ କରୁଥିବା ବେପାରୀ ଫେରାର ହୋଇଯାଇଥିଲେ। ପୋଲିସ କାହାରିକୁ ଧରିବାରେ ସଫଳ ହୋଇନାହିଁ।

ଏହି ଅଂଚଳରେ ବାରମ୍ବାର ଏଭଳି ଘଟଣା ସମ୍ନାକୁ ଆସୁଥିବାବେଳେ ପୋଲିସ ଗୋମାଂସ ଚାଲାଣକାରୀ ଅସାଧୁ ବେପାରୀଙ୍କ ଉପରେ ଦୃଢକାର୍ଯ୍ୟାନୁଷ୍ଠାନଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର