ଅପରାଧଓଡ଼ିଶା ଖବରନ୍ୟୁଜ୍

ଫ୍ରି ଫାୟାର ଗେମ ଖେଳକୁ ନେଇ ହତ୍ୟା

ଫ୍ରି ଫାୟାର ଗେମ ଖେଳକୁ ନେଇ ହତ୍ୟା

କୋରାପୁଟ :- (ରିପୋର୍ଟ-ଦଶରଥ ମାଛ) ଟାଉନ ଥାନା ଅନ୍ତର୍ଗତ ମସିପୁଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଫ୍ରି ଫାୟାର ଖେଳ କୁ ନେଇ ଜଣେ ନା ବାଳକ କୁ ହତ୍ୟା କରିଛନ୍ତି ।ଦୁଇ ଶାବାଳକ ଏ ନେଇ ମସ୍ତିପୁଟ ଗ୍ରାମରେ ଚଞ୍ଚଲ୍ୟର ସୃଷ୍ଟି ଖେଳିଯାଇଛି।

ଘଟଣା ସ୍ଥଳରେ କୋରାପୁଟ ଟାଉନ ଥାନା ପୋଲିସ ଓ ସାଇନଟିଫିକ ଟିମ ପହଞ୍ଚି ଶବକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି କୋରାପୁଟ ଅତିରିକ୍ତ ଏସପି ଉତ୍କଳ ରଞ୍ଜନ ଦାସ ଙ୍କ କହିବା ଅନୁଯାୟୀ ୩ ଜଣ ମିଶି ବିଦ୍ୟାଳୟ ନିକଟରେ ଫ୍ରିଫାୟାର ଗେମ ଖେଳୁଥିଲେ। ଲୁଲୁ ଭୋଇ ବୟସ ୧୨ ଖେଳରେ ହାରି ଯାଇଥିଲେ।

ଅନ୍ୟ ପଟେ ସେହି ପାଖରେ ଉପସ୍ଥିତ ଥିବା ଲୁଲୁ ମାଳି ବୟସ ୧୯ ଓ ତାଙ୍କ ସାଙ୍ଗ ଫ୍ରିଫାୟାର ଖେଳିବା ପାଇଁ ମୋବାଇଲ ମାଗିଥିଲେ ।ମୋବାଇଲ କୁ ନେଇ ୩ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଝଗଡ଼ା ଉଗ୍ରରୂପ ନେବାରୁ ଲୁଲୁ ମାଳି ଓ ତାଙ୍କ ସାଙ୍ଗ ଏକ ପଥରରେ ଲୁଲୁ ଭୋଇ ଙ୍କୁ ଆକ୍ରମଣ କରିଥିଲେ । ସେ ନେହି ଗାଁ ରେ ଚାଂଞ୍ଚଲ୍ୟର ବାତାବରଣ ସୃଷ୍ଟି ଦେଖାଯାଇଛି ।

Related posts

ସମ୍ପୁର୍ଣ୍ଣ ମଦ ବିକ୍ରିକୁ ବିରୋଧ

Odisha Halchal

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ,ସ୍କୁଲ ପିଲାଙ୍କୁ ମିଳିଲା ତ୍ରାହି

Odisha Halchal

ବ୍ଲକ ସ୍ତରୀୟ ଭୀମଭୋହି ଭିନ୍ନକ୍ଷମ ସମର୍ଥ ଶିବିର

Odisha Halchal

Leave a Comment