Tuesday, October 4, 2022
Homeଅପରାଧଫ୍ରି ଫାୟାର ଗେମ ଖେଳକୁ ନେଇ ହତ୍ୟା

ଫ୍ରି ଫାୟାର ଗେମ ଖେଳକୁ ନେଇ ହତ୍ୟା

କୋରାପୁଟ :- (ରିପୋର୍ଟ-ଦଶରଥ ମାଛ) ଟାଉନ ଥାନା ଅନ୍ତର୍ଗତ ମସିପୁଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଫ୍ରି ଫାୟାର ଖେଳ କୁ ନେଇ ଜଣେ ନା ବାଳକ କୁ ହତ୍ୟା କରିଛନ୍ତି ।ଦୁଇ ଶାବାଳକ ଏ ନେଇ ମସ୍ତିପୁଟ ଗ୍ରାମରେ ଚଞ୍ଚଲ୍ୟର ସୃଷ୍ଟି ଖେଳିଯାଇଛି।

ଘଟଣା ସ୍ଥଳରେ କୋରାପୁଟ ଟାଉନ ଥାନା ପୋଲିସ ଓ ସାଇନଟିଫିକ ଟିମ ପହଞ୍ଚି ଶବକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି କୋରାପୁଟ ଅତିରିକ୍ତ ଏସପି ଉତ୍କଳ ରଞ୍ଜନ ଦାସ ଙ୍କ କହିବା ଅନୁଯାୟୀ ୩ ଜଣ ମିଶି ବିଦ୍ୟାଳୟ ନିକଟରେ ଫ୍ରିଫାୟାର ଗେମ ଖେଳୁଥିଲେ। ଲୁଲୁ ଭୋଇ ବୟସ ୧୨ ଖେଳରେ ହାରି ଯାଇଥିଲେ।

ଅନ୍ୟ ପଟେ ସେହି ପାଖରେ ଉପସ୍ଥିତ ଥିବା ଲୁଲୁ ମାଳି ବୟସ ୧୯ ଓ ତାଙ୍କ ସାଙ୍ଗ ଫ୍ରିଫାୟାର ଖେଳିବା ପାଇଁ ମୋବାଇଲ ମାଗିଥିଲେ ।ମୋବାଇଲ କୁ ନେଇ ୩ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଝଗଡ଼ା ଉଗ୍ରରୂପ ନେବାରୁ ଲୁଲୁ ମାଳି ଓ ତାଙ୍କ ସାଙ୍ଗ ଏକ ପଥରରେ ଲୁଲୁ ଭୋଇ ଙ୍କୁ ଆକ୍ରମଣ କରିଥିଲେ । ସେ ନେହି ଗାଁ ରେ ଚାଂଞ୍ଚଲ୍ୟର ବାତାବରଣ ସୃଷ୍ଟି ଦେଖାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର