ଓଡ଼ିଶା ଖବରନ୍ୟୁଜ୍

ବିଦାୟ ନେଲେ ମାଁ ଶ୍ଵାମକାଳି

ବିଦାୟ ନେଲେ ମାଁ ଶ୍ଵାମକାଳି

ବେଲଗୁଣ୍ଠା଼ :-(ରିପୋର୍ଟ:-ମଦନମୋହନ ବିଶ୍ବାଳ)ଗୋବରା ମେନ୍ ରୋଡ଼ କପିଳେଶ୍ୱର ପ୍ରାଙ୍ଗଣରେ ମା ଶ୍ଵାମକାଳି ପୁଜା ଅନୁଷ୍ଠିତ ହୋଇଥିଲା ,ମା କାଲି ସନ୍ଧ୍ୟାରେ ବିଦାୟ ନେଲେ।

ମା’ଙ୍କ ଦର୍ଶନ ନିମନ୍ତେ ପ୍ରତିଦିନ ଭକ୍ତ ଙ୍କ ଭିଡ଼ ସହିତ ଛୋଟ କୁନି କୁନି ପିଲାଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମାଁ ଶ୍ଵାମକାଳି ଯାତ୍ରା ସମାପ୍ତ ହୋଇଛି। ମାଁ ଙ୍କ ବିଦାୟ ନେବା ବେଳକୁ ଗଞ୍ଜାମ ର ପାରମ୍ପରିକ ବାଘ ନାଚ ସହ ଚଣ୍ଡୀ ଚାମୁଣ୍ଡା ପଟୁଆରରେ ଭକ୍ତ ମାଁ ଙ୍କ ବିଦାୟ ଦିଆଯାଉଥିଲା।

ସମସ୍ତ କାର୍ଯ୍ୟ କୁ ଶ୍ରୀ ଶ୍ରୀ କପିଳେଶ୍ୱର ଯୁବକ ସଂଘ ସଭାପତି ସବ୍ୟସାଚୀ ନାୟକ, ସମ୍ପାଦକ ରବିନ୍ଦ୍ର ଡାକୁଆ,କୋଷାଦକ୍ଷ ଜିତେନ୍ଦ୍ର ପାତ୍ର ସହଯୋଗୀ ଅରବିନ୍ଦ ମୁନି, ସୁସାନ୍ତ ଜେନା,ଟୁକୁ ରଣା,କେଶବ ଗୈଡ, ଲକ୍ଷ୍ମୀ ନାରାୟଣ ମଳିକ ବଣିକ ସଂଘ , ବାସୁଦେବ ପୁର ଓ ଗୋବରା ଗ୍ରାମ ବାସି ସହଯୋଗ କରିଥିଲେ।

Related posts

ସୌଣ୍ଢିକ ସେବା ସଂଘର ରାଜ୍ୟପ୍ରଦେଶ କମିଟିର ସଭାପତି ରାୟଗଡା ଗ୍ରସ୍ତ

Odisha Halchal

ରାତି ୧୨ଟାରେ ଦୌଡ଼ି ଦୌଡ଼ି ଘରକୁ ଯାଉଥିଲେ ଯୁବକ,ସାହାର୍ଯ୍ୟ ପାଇଁ ପଚାରିବାରୁ କରିଦେଲେ ମନା,ଭିଡ଼ିଓ ଭାଇରାଲ

Odisha Halchal

ଭୋଜିଭାତ ଖାଇ ୩୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ସମେତ ୫୦ ରୁ ଅଧିକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ

Odisha Halchal

Leave a Comment